ETV Bharat / bharat

ବିଜୟ ମୁକୁଟ ପିନ୍ଧିଲେ ସାଧ୍ବୀ ପ୍ରଜ୍ଞା ଠାକୁର

ଭୋପାଳରେ ବିଜୟବାନା ଉଡାଇଲେ ସାଧ୍ବୀ ପ୍ରଜ୍ଞା ଠାକୁର । ଦିଗବିଜୟ ସିଂହଙ୍କୁ ବିପୁଳ ଭୋଟରେ ହରାଇ ସେ ବିଜୟ ମୁକୁଟ ପିନ୍ଧିଛନ୍ତି ।

author img

By

Published : May 23, 2019, 6:52 PM IST

Updated : May 23, 2019, 7:13 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଭୋପାଳରେ ବିଜୟବାନା ଉଡାଇଲେ ସାଧ୍ବୀ ପ୍ରଜ୍ଞା ଠାକୁର । ଦିଗବିଜୟ ସିଂହଙ୍କୁ ବିପୁଳ ଭୋଟରେ ହରାଇ ସେ ବିଜୟ ମୁକୁଟ ପିନ୍ଧିଛନ୍ତି । ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଧ୍ବୀ । ସେ କହିଛନ୍ତି କି ''ଧର୍ମ ଓ ସତ୍ୟର ହୋଇଛି ବିଜୟ । ମୋ ଆଗରେ ହାର ମାନିଛି ଅଧର୍ମ ।''

ଏପଟେ ପରାଜୟ ପ୍ରାର୍ଥୀ ଦିଗବିଜୟ ଲେକମାନଙ୍କ ନିଷ୍ପତ୍ତିକୁ ସମର୍ଥନ ଦେବାସହ ପରାଜୟକୁ ସ୍ବୀକାର କରିଛନ୍ତି ।

Intro:ଜଗତସିଂହପୁର ସ୍ତାନିୟ ବେବେକାନନ୍ଦ ମହାବିଦ୍ୟାଳୟରେ ଆଜି ହେବାକୁ ଥିବା ଭୋଟ ଗଣନ୍ତି କାର୍ଯ୍ୟକ୍ରମ ରେ ଘୋର ଆବେବସ୍ଥା ଦେଖା ଦେଇଛି। ନିର୍ଦ୍ଧାରିତ ସମୟ ରେ ଭୋଟ ଗଣନ୍ତି କାର୍ଯ୍ୟ ରେ ନିଓଜିତ କର୍ମଚାରୀ ଆସିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପରିଚୟ ପ୍ରଦାନ କରାଯିବ ରେ ବିଳମ୍ବ ହୋଇଥିଲା। ଜିଲା ପ୍ରଶାସନ ସକାଳ8ଟା ରେ ଭୋଟ ଗଣନ୍ତି ସମୟ ନିର୍ଧାରଣ କରିଥିଲେ ମଧ୍ୟ ପ୍ରଶାସନିକ ତୃଟି ଯୋଗୁ ଆହେତୁକ ହୋଇଥିବା ଦେଖିବାକୁ ମିଳିଛି।

Body:ଜଗତସିଂହପୁର

Conclusion:
Last Updated : May 23, 2019, 7:13 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.