ETV Bharat / bharat

ପଶ୍ଚିମବଙ୍ଗ ଗସ୍ତରେ ଯିବେ ବିଜେପି କାର୍ଯ୍ୟକାରୀ ସଭାପତି

author img

By

Published : Sep 24, 2019, 6:49 PM IST

ରାଜନୈତିକ ଲଢେଇରେ ଟିଏମସିକୁ ମାତ ଦେବାକୁ ବିଜେପିର ଯୋଜନାବଦ୍ଧ କାର୍ଯ୍ୟକ୍ରମ । 2021 ରାଜ୍ୟ ବିଧାନସଭା ପୂର୍ବରୁ ଦଳକୁ ଶକ୍ତିଶାଳୀ କରିବାକୁ ପ୍ରସ୍ତୁତ ମାଷ୍ଟର ପ୍ଲାନ ।

ଫାଇଲ ଫଟୋ

ହାଇଦ୍ରାବାଦ: ଆସନ୍ତା 27ରୁ 2ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ବିଜେପି କାର୍ଯ୍ୟକାରୀ ଉପ-ସଭାପତି ଜଗତ ପ୍ରକାଶ ନଡ୍ଡା । ଦଳ ପକ୍ଷରୁ ଚାଲିଥିବା ରାଜନୈତିକ କାର୍ଯ୍ୟକ୍ରମ ଜନ ଜାଗରଣ ଓ ସମ୍ପର୍କର ସମର୍ଥନ କାର୍ଯ୍ୟକ୍ରମରେ ଯୋଗଦେବେ ନଡ୍ଡା । କଲିକତାରେ ହେବାକୁ ଥିବା ଏକ ସମ୍ମିଳନୀରେ ଯୋଗଦେଇ ଜମ୍ମୁ କାଶ୍ମୀରରୁ ଉଛେଦ ହୋଇଥିବା ଧାରା 370 ପ୍ରସଙ୍ଗରେ ସେ ସମ୍ବୋଧିତ କରିବେ ।

ନଡ୍ଡାଙ୍କ ଗସ୍ତ ପରେ ପରେ ଦଳର ସଭାପତି ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଅକ୍ଟୋବର 1ରେ ପଶ୍ଚିମବଙ୍ଗ ଯିବାର କାର୍ଯ୍ୟକ୍ରମ ରହିଛି ।

Intro:Body:

srh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.