ETV Bharat / bharat

ଶକ୍ତି ଦେଖାଇଲେ ସାୱନ୍ତ, ଗୋଆରେ ଆସ୍ଥା ଭୋଟ ଜିଣିଲା ବିଜେପି - Pramod Sawant

ବିଜେପିକୁ ବଞ୍ଚାଇବାକୁ ଗତବର୍ଷ ଜୁନ ମାସରୁ ଅସୁସ୍ଥ ଥିବା ବିଜେପି ବିଧାୟକ ପାଣ୍ଡୁରଙ୍ଗ ମଡକାଇକର ଆଜି ସର୍ବସାଧାରଣଙ୍କ ସାମ୍ନାକୁ ଆସିଥିଲେ । ଆସ୍ଥା ଭୋଟ ବିପକ୍ଷରେ 15 ବିଧାୟକ ମତ ଦେଇଥିଲେ । ଏମାନଙ୍କ ମଧ୍ୟରେ କଂଗ୍ରେସର 14 ବିଧାୟକ ଏବଂ ଏନସିପିର ଜଣେ ବିଧାୟକ ଅଛନ୍ତି ।

ଫାଇଲ ଫଟୋ
author img

By

Published : Mar 20, 2019, 2:22 PM IST

ପାଣାଜୀ: ଗୋଆରେ ଶକ୍ତି ପରୀକ୍ଷାରେ ପାସ ହୋଇଛି ବିଜେପି । ଫ୍ଲୋର ଟେଷ୍ଟରେ ଏହା ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛି । ନୂଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସପକ୍ଷରେ 20 ଜଣ ବିଧାୟକଙ୍କ ସମର୍ଥନ ଥିବାର ପ୍ରମାଣ ମିଳିଥିଲା ।

ବୁଧବାର ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ ଜିଣି ଗୋଆରେ ବିଜେପି ନେତୃତ୍ୱାଧୀନ ସରକାର ତାହାର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛି । ଏବେ ଗୃହର ସଦସ୍ୟ ସଂଖ୍ୟା ୪୦ରୁ ୩୬କୁ ଖସି ଆସିଥିବାବେଳେ ବିଧାନସଭାରେ ବିଜେପି ସରକାରକୁ ୨୦ ଜଣ ବିଧାୟକ ସମର୍ଥନ କରିଥିଲେ । ଏମାନଙ୍କ ମଧ୍ୟରେ ବିଜେପିର 11 ଜଣ ବିଧାୟକ ଥିବାବେଳେ ମହାରାଷ୍ଟ୍ରୱାଡି ଗୋମାନ୍ତକ ପାର୍ଟିର 3, ଗୋଆ ଫରୱାର୍ଡ ପାର୍ଟିର 3 ଏବଂ 3 ଜଣ ସ୍ବାଧୀନ ବିଧାୟକ ଅଛନ୍ତି ।

  • 20 MLAs voted for the motion (11 BJP, 3 Maharashtrawadi Gomantak Party, 3 Goa Forward Party, and 3 Independents) and 15 MLAs voted against the motion (14 Congress and 1 NCP) in the Goa assembly. https://t.co/tycar2i7KQ

    — ANI (@ANI) March 20, 2019 " class="align-text-top noRightClick twitterSection" data=" ">

ବିଜେପିକୁ ବଞ୍ଚାଇବାକୁ ଗତବର୍ଷ ଜୁନ ମାସରୁ ଅସୁସ୍ଥ ଥିବା ବିଜେପି ବିଧାୟକ ପାଣ୍ଡୁରଙ୍ଗ ମଡକାଇକର ଆଜି ସର୍ବସାଧାରଣଙ୍କ ସାମ୍ନାକୁ ଆସିଥିଲେ । ତେବେ ଆସ୍ଥା ଭୋଟ ବିପକ୍ଷରେ 15 ବିଧାୟକ ମତ ଦେଇଥିଲେ । ଏମାନଙ୍କ ମଧ୍ୟରେ କଂଗ୍ରେସର 14 ବିଧାୟକ ଏବଂ ଏନସିପିର ଜଣେ ବିଧାୟକ ଅଛନ୍ତି । ଏହି ମତଦାନକୁ କାର୍ଯ୍ୟକାରୀ ବାଚସ୍ପତି ଏବଂ ବିଜେପି ବିଧାୟକ ମାଇକେଲ ଲୋବୋ ପରିଚାଳନା କରିଥିଲେ ।

ଏହି ଆସ୍ଥା ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କ ନେତୃତ୍ବରେ ଏକ କ୍ୟାବିନେଟ ମିଟିଂ ହୋଇଥିଲା । ପୂର୍ବରୁ ମନୋହର ପାରିକର ଓ ଡି ସୌଜାଙ୍କ ମୃତ୍ୟୁ ପରେ ସଦସ୍ୟ ସଂଖ୍ୟାରେ ହ୍ରାସ ଘଟିଥିଲା । ଏହାସହ କଂଗ୍ରେସର 2 ଜଣ ବିଧାୟକ ବିଜେପିରେ ମିଶିବା ପରେ ଏହି ସଂଖ୍ୟା 36କୁ ଖସି ଆସିଥିଲା ।

ତେବେ ପାରିକରଙ୍କ ମୃତ୍ୟୁ ପରେ ପ୍ରମୋଦ ସାୱନ୍ତ ଗୋଆ ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଇ ଅଧରାତି ପରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶପଥ ନେଇଥିଲେ । ଏହାର ଦିନକ ପରେ ଆସ୍ଥା ପ୍ରମାଣର ସମ୍ମୁଖୀନ ହୋଇଥିଲେ ସାୱନ୍ତ ସରକାର । ହେଲେ ଏହି ଟେଷ୍ଟରେ ବିଜୟୀ ହୋଇ ପୁଣିଥରେ ସରକାର ଗଢିଛନ୍ତି ସାୱନ୍ତ ।

Intro:Body:

Panaji: From being an Ayurveda practitioner to being the Goa chief minister, 46-year-old Pramod Sawant has come a long way.

The two-time MLA from Sankhalim in North Goa, Sawant, who was Speaker of the state Assembly, is a dedicated RSS worker.

The politician, recently seen in the RSS uniform at a Sangh event, was on Monday sworn in as the new chief minister of Goa following Manohar Parrikar's death.

His elevation to the top post in the coastal state followed hectic parleys between the BJP and its alliance partners.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.