ETV Bharat / bharat

ବିଜେପି ଜାରି କଲା ପଞ୍ଚମ ପ୍ରାର୍ଥୀ ତାଲିକା: ଦେଖନ୍ତୁ କିଏ କେଉଠୁଁ ଲଢୁଛନ୍ତି

ଏହି ତାଲିକାରେ ମଧ୍ୟ ପ୍ରଦେଶର ୧୫, ଝାରଖଣ୍ଡର ୧୦, ଗୁଜୁରାଟର ୧୫, ହିମାଚଳ ପ୍ରଦେଶର ୪, କର୍ଣ୍ଣାଟକ ଓ ଗୋଆରୁ ୨-୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଗୋଆର ନର୍ଥ ଲୋକସଭା ଆସନରୁ ଶ୍ରୀପଦ ନାୟକ, ସାଉଥ ଗୋଆରୁ ନରେନ୍ଦ୍ର କେଶବଙ୍କୁ ଟିକେଟ ମିଳିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Mar 23, 2019, 9:43 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଘୋଷଣା କଲା ପଞ୍ଚମ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ରହିଛି ୪୬ ଜଣ ପ୍ରାର୍ଥୀଙ୍କ ନାଁ । ବର୍ତ୍ତମାନ ଯାଏ ବିଜେପି ଘୋଷଣା କରି ସାରିଛି ୨୮୬ ପ୍ରାର୍ଥୀଙ୍କ ନାଁ । ମଧ୍ୟ ପ୍ରଦେଶର ମୁରୈନାରୁ ନରେନ୍ଦ୍ର ସିଂ ତୋମରଙ୍କୁ ମିଳିଛି ଟିକେଟ । ସେହିପରି ହିମାଚଳ ପ୍ରଦେଶର ହମୀରପୁରରୁ ଅନୁରାଗ ଠାକୁରଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ଦଳ ।

1
ଫଟୋ ସୌଜନ୍ୟ: ଏଏନଆଇ

ଏହି ତାଲିକାରେ ମଧ୍ୟ ପ୍ରଦେଶର ୧୫, ଝାରଖଣ୍ଡର ୧୦, ଗୁଜୁରାଟର ୧୫, ହିମାଚଳ ପ୍ରଦେଶର ୪, କର୍ଣ୍ଣାଟକ ଓ ଗୋଆରୁ ୨-୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଗୋଆର ନର୍ଥ ଲୋକସଭା ଆସନରୁ ଶ୍ରୀପଦ ନାୟକ, ସାଉଥ ଗୋଆରୁ ନରେନ୍ଦ୍ର କେଶବଙ୍କୁ ଟିକେଟ ମିଳିଛି ।

2
ଫଟୋ ସୌଜନ୍ୟ: ଏଏନଆଇ

ଏହାପୂର୍ବରୁ ବିଜେପି ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଯେଉଁଥିରେ ୧୧ ଜଣ ପ୍ରାର୍ଥୀଙ୍କ ନାଁ ରହିଥିଲା । ଏହି ତାଲିକାରେ ତେଲେଙ୍ଗାନାର ୬, ୟୁପି ୩, କେରଳ ଓ ପଶ୍ଚିମବଙ୍ଗର ୧-୧ ପ୍ରାର୍ଥୀଙ୍କ ନାଁ ରହିଛି ।

3

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.