ETV Bharat / bharat

ଲଦାଖ ବିଜେପିର ନୁଆ ମୁଖିଆ ହେଲେ ଚେରିଙ୍ଗ୍‌ ଦୋର୍ଜେ - President of Ladakh BJP

ଚେରିଙ୍ଗ୍‌ ଦୋର୍ଜେଙ୍କୁ ଲଦାଖ ବିଜେପିର ସଭାପତି ଦାୟିତ୍ବ । 1982ରେ ଅନୁସୂଚିତ ଜନଜାତି ଆନ୍ଦୋଳନରେ ସାମିଲ ହୋଇଥିଲେ ଚେରିଙ୍ଗ୍‌ ଅଧିକ ପଢନ୍ତୁ...

ଲଦାଖ ବିଜେପିର ନୁଆ ମୁଖିଆ ହେଲେ ଚେରିଙ୍ଗ୍‌ ଦୋର୍ଜେ

author img

By

Published : Mar 5, 2020, 7:35 PM IST

ଲେହ: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ବିଜେପିକୁ ମିଳିଛି ନୂଆ ମୁଖିଆ । ଚେରିଙ୍ଗ୍‌ ଦୋର୍ଜେଙ୍କୁ ଲଦାଖ ବିଜେପିର ସଭାପତି ଦାୟିତ୍ବ ମିଳିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚେରିଙ୍ଗ୍‌ଙ୍କୁ ସଭାପତି ପଦରେ ନିଯୁକ୍ତ କରିଛନ୍ତି ।

ଜମ୍ମୁ ଓ କାଶ୍ମୀର ସରକାରଙ୍କ କ୍ୟାବିନେଟରେ ପୂର୍ବତନ ମନ୍ତ୍ରୀ ରହିଥିଲେ ଚେରିଙ୍ଗ୍‌ ଦୋର୍ଜେ । ଏହାପୂର୍ବରୁ ସେ ଜମ୍ମୁ ଓ କାଶ୍ମୀରର କାଶ୍ମୀର ଆସନରୁ ବିଧାନ ପରିଷଦର ସଦସ୍ୟ ଥିଲେ । ଚେରିଙ୍ଗ ଜଣେ ସାଧାରଣ ଚାଷୀ ପରିବାରର ପୁଅ । ସ୍ନାତକ ପାଠ୍ୟକ୍ରମ ପରେ ସେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ ଅଫ ଇଣ୍ଡିଆର ଲେହ ଶାଖାରେ 6 ବର୍ଷ କାମ କରିଛନ୍ତି । ଦୋର୍ଜେ ଜଣେ ଯୁବ ନେତା ଭାବେ ସକ୍ରିୟ ରାଜନୀତୀକୁ ପ୍ରବେଶ କରିଥିବା ବେଳେ 1982ରେ ଅନୁସୂଚିତ ଜନଜାତି ଆନ୍ଦୋଳନରେ ସାମିଲ ହୋଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.