ETV Bharat / bharat

ଆଜି କୁମ୍ଭରେ ବୁଡ ପକାଇବେ ଶାହା

କୁମ୍ଭମେଳାରେ ବୁଡ ପକାଇବା ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀଙ୍କ ସୁଅ ଛୁଟୁଛି। ଏହି ମର୍ମରେ ବୁଧବାର ବିଜେପି ଅଧକ୍ଷ ଅମିତ ଶାହା ବୁଡ ପକାଇବା ପାଇଁ କୁମ୍ଭମେଳାରେ ଯୋଗ ଦେବେ ।

author img

By

Published : Feb 13, 2019, 11:58 AM IST

ଫଟୋ ସୌଜନ୍ୟ: ସୋସିଆର ମିଡିଆ

ନୂଆଦିଲ୍ଲୀ: କୁମ୍ଭମେଳାରେ ବୁଡ ପକାଇବା ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀଙ୍କ ସୁଅ ଛୁଟୁଛି। ବୁଧବାର ବିଜେପି ଅଧକ୍ଷ ଅମିତ ଶାହା ବୁଡ ପକାଇବା ପାଇଁ କୁମ୍ଭମେଳାରେ ଯୋଗ ଦେବେ । ସେ ପବିତ୍ର ସଙ୍ଗମରେ ବୁଡ ପକାଇବା ସହ ସେ ସାଧୁସନ୍ଥଙ୍କ ସହ ଆଲୋଚନା କରିବାର ଯୋଜନା ରହିଛି ବୋଲି ଜଣାପଡ଼ିଛି ।

ଚଳିତ ବର୍ଷ କୁମ୍ଭମେଳା ଆରମ୍ଭରୁ ହିଁ ଖୁବ ଚର୍ଚ୍ଚାରେ ରହିଛି। ଶାହା ଏହି ଦିନିକିଆ ଗସ୍ତରେ ଗଙ୍ଗା ଓ ଯମୁନାର ସଙ୍ଗମସ୍ଥଳରେ ଜଳ ଅର୍ପଣ କରିବା ସହ ସାଧୁସନ୍ଥଙ୍କୁ ଭେଟିବେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା କରିବେ। ନିକଟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୁମ୍ଭମେଳାରେ ଯୋଗ ଦେଇଥିଲେ।

Intro:Body:

ଆଜି କୁମ୍ଭରେ ବୁଡ ପକାଇବେ ଶାହା

ନୂଆଦିଲ୍ଲୀ: କୁମ୍ଭମେଳାରେ ବୁଡ ପକାଇବା ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀଙ୍କ ସୁଅ ଛୁଟୁଛି । ତେବେ ବୁଧବାର ବିଜେପି ଅଧକ୍ଷ ଅମିତ ଶାହା ବୁଡ ପକାଇବା ପାଇଁ କୁମ୍ଭମେଳାରେ ଯୋଗ ଦେବେ । ସେ ପବିତ୍ର ସଙ୍ଗମରେ ବୁଡ ପକାଇବା ସହ ବିଭିନ୍ନ ସାଧୁସନ୍ଥଙ୍କ ସହ ଆଲୋଚନା କରିବାର ଯୋଜନା ରହିଛି ବୋଲି ଜଣାପଡ଼ିଛି ।

ଚଳିତ ବର୍ଷ କୁମ୍ଭମେଳା ଆରମ୍ଭରୁ ହିଁ ଖୁବ ଚର୍ଚ୍ଚାରେ ରହିଛି ।  ଶାହା ଏହି ଦିନିକିଆ ଗସ୍ତରେ ଗଙ୍ଗା ଓ ଯମୁନାର ସଙ୍ଗମସ୍ଥଳରେ ଜଳ ଅର୍ପଣ କରିବା ସହ ସାଧୁସନ୍ଥମାନଙ୍କୁ ଭେଟିବେ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା କରିବେ । ତେବେ ନିକଟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୁମ୍ଭମେଳାରେ ଯୋଗ ଦେଇଥିଲେ ।  

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.