ETV Bharat / bharat

ରାଜ୍ୟସଭାରେ ବିଜେପିର ମୁଖ୍ୟ ସଚେତକ ହେଲେ ଶିବ ପ୍ରତାପ ଶୁକ୍ଲା

author img

By

Published : Jul 21, 2020, 3:48 PM IST

ଭାରତୀୟ ଜନତା ପାର୍ଟି ସାଂସଦ ଶିବ ପ୍ରତାପ ଶୁକ୍ଲାଙ୍କୁ ରାଜ୍ୟସଭାରେ ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଛି । ଉଚ୍ଚ ସଦନ ପାଇଁ ହ୍ବିପ୍ ଦେବାର ଦାୟିତ୍ବ ବର୍ତ୍ତମାନ ତାଙ୍କ କାନ୍ଧରେ ।

ସାଂସଦ ଶିବ ପ୍ରତାପ ଶୁକ୍ଲା
ସାଂସଦ ଶିବ ପ୍ରତାପ ଶୁକ୍ଲା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ଶିବ ପ୍ରତାପ ଶୁକ୍ଲାଙ୍କୁ ରାଜ୍ୟସଭାରେ ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଛି । ଉଚ୍ଚ ସଦନ ପାଇଁ ହ୍ବିପ୍ ଦେବାର ଦାୟିତ୍ବ ବର୍ତ୍ତମାନ ତାଙ୍କ କାନ୍ଧରେ । ଶିବ ପ୍ରତାପ ଶୁକ୍ଲାଙ୍କୁ ଜଣେ ବରିଷ୍ଠ ବିଜେପି ନେତା ଭାବେ ବିବେଚନା କରାଯାଏ ।

70 ଦଶକରେ ଛାତ୍ର ରାଜନୀତିରେ ଶିବ ପ୍ରତାପ ଶୁକ୍ଲା ଜରୁରୀକାଳୀନ ପରିସ୍ଥିତିରେ 19 ମାସ ଜେଲରେ ରହିଥିଲେ। ବିଧାୟକ ବିଧାନସଭାରେ 4 ଥର ନିର୍ବାଚିତ ହୋଇଥିଲେ। 1989, 1991, 1993 ଓ 1996 ରେ ବିଧାୟକ ତଥା ଉତ୍ତରପ୍ରଦେଶ ବିଜେପି ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ଯୋଗୀ ଗୋରଖପୁରରେ ଶିବ ପ୍ରତାପ ଶୁକ୍ଲାଙ୍କ ବିପକ୍ଷରେ ନିଜ ପ୍ରାର୍ଥୀ ଠିଆ କରାଇଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ରାଜନୈତିକ ଝଗଡା ଆରମ୍ଭ ହୋଇଥିଲା ।

ତାଙ୍କୁ ବିଜେପିରେ କୋଣଠେସା କରାଯାଇଥିଲା । ଏହା ସତ୍ତ୍ବେ ସେ ବିଜେପି ଛାଡିନଥିଲେ । 2014 ରେ ଯେତେବେଳେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ 14 ବର୍ଷ ପରେ ଶିବ ପ୍ରତାପ ଶୁକ୍ଲାଙ୍କର ରାଜନୈତିକ ଜୀବନ ପୁନର୍ଜୀବନ ହୋଇଥିଲା । ମୋଦି ତାଙ୍କୁ ପ୍ରଥମେ ରାଜ୍ୟସଭାକୁ ପଠାଇଥିଲେ ଓ ପରେ ତାଙ୍କୁ ତାଙ୍କ କ୍ୟାବିନେଟରେ ସ୍ଥାନ ଦେଇ ମନ୍ତ୍ରୀ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.