ETV Bharat / bharat

ନାଗପୁର ଜିଲ୍ଲା ପରିଷଦ ନିର୍ବାଚନ: RSS ଗଡରେ ବିଜେପିର ହାର୍‌, ହାତକୁ ସଫଳତା - nagpur zila parishad election

ମହାରାଷ୍ଟ୍ରର 6 ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଛି । 6ଟିରୁ 4ଜିଲ୍ଲା ପରିଷଦ ନିର୍ବାଚନରେ ଏନସିପି-କଂଗ୍ରେସ-ଶିବସେନା ମେଣ୍ଟ(ମହାବିକାଶ ଅଘାଡି)କୁ ବିଜୟ ମିଳିଛି । ଅଧିକ ପଢନ୍ତୁ...

bjp looses nagpur zila parishad election
ଫାଇଲ ଫଟୋ
author img

By

Published : Jan 9, 2020, 2:51 AM IST

ନାଗପୁର: ମହାରାଷ୍ଟ୍ରର 6 ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଛି । 6ଟିରୁ 4ଜିଲ୍ଲା ପରିଷଦ ନିର୍ବାଚନରେ ଏନସିପି-କଂଗ୍ରେସ-ଶିବସେନା ମେଣ୍ଟ(ମହାବିକାଶ ଅଘାଡି)କୁ ବିଜୟ ମିଳିଛି । ବିଜେପି କେବଳ ଧୁଲେ ଜିଲ୍ଲା ପରିଷଦ ଜିତିଛି ।

ମହାରାଷ୍ଟ୍ରରେ ନାଗପୁର, ଅକୋଲା, ଧୁଲେ, ପାଲେଘର, ନନ୍ଦୁରବାର ଓ ୱାଶିମରେ ମଙ୍ଗଳବାର ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଏହାର ଫଳାଫଳ ବୁଧବାର ଘୋଷିତ ହୋଇଥିଲା । ଏଥିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ଖବର ଯେ ବିଜେପି ନାଗପୁର ଜିଲ୍ଲା ପରିଷଦ ନିର୍ବାଚନରେ ପରାଜିତ ହୋଇଛି । ଏହାର କାରଣ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ବା ଆରଏସଏସର ଗଡ ନାଗପୁର ବୋଲି କୁହାଯାଏ ।

ନାଗପୁର ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ୩୦ଟି ଆସନରେ ବିଜୟୀ ହୋଇଛି । ବିଜେପି କେବଳ 15 ଟି ଆସନରେ ବିଜୟଲାଭ କରିଛି । ସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଗ୍ରାମ ଧପେୱାଡାରେ ମଧ୍ୟ ବିଜେପି ପରାଜିତ ହୋଇଛି ।

Intro:Body:

c

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.