ETV Bharat / bharat

ସୋନିଆଙ୍କ ନାମରେ ଶପଥ ନେଇ ବିଜେପିର ଟାର୍ଗେଟରେ ଆଦିତ୍ୟ - ବିଜେପିର ଟାର୍ଗେଟରେ ଆଦିତ୍ୟ ଠାକରେ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନାମରେ ଶପଥ ନେବାକୁ ନେଇ ପଶ୍ଚିମ ବାନ୍ଦ୍ରାର ବିଜେପି ବିଧାୟକ ଆଶିଷ ଶେଲାର ।

aditya thackrey
ଫାଇଲ ଫଟୋ
author img

By

Published : Nov 26, 2019, 2:52 PM IST

ମୁମ୍ବାଇ: ହୋଟେଲରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନାମରେ ଶପଥ ନେବେକୁ ନେଇ ଶିବସେନା ନେତା ଆଦିତ୍ୟ ଠାକରେଙ୍କୁ ଟାର୍ଗେଟ କରିଛି ବିଜେପି । ଆଦିତ୍ୟ କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କ ନାମରେ ଶପଥ ନେଇଥିବାରୁ ଏହା ବାଲାସାହେବଙ୍କ ଶିବସେନା ନୁହେଁ ବୋଲି ପଶ୍ଚିମ ବାନ୍ଦ୍ରାର ବିଧାୟକ ଆଶିଷ ଶେଲାର କହିଛନ୍ତି । ଏହା ସହ ଶିବସେନା 162 ବିଧାୟକ ଥିବା ଦାବି କରୁଥିବା ବେଳେ ତାଙ୍କ ପାଖରେ 145 ବିଧାୟକ ଅଛିକି ବୋଲି ଆଶିଷ ପ୍ରଶ୍ନ କରିଛନ୍ତି ।

ଶିବସେନା, ଏନସିପି ଓ କଂଗ୍ରେସ ନିଜ ବିଧାୟକଙ୍କୁ କାଠ ଗଡାରେ ଅଭିଯୁକ୍ତଙ୍କ ଭଳି ଛିଡା କରିଥିବା ଆଶିଷ ଅଭିଯୋଗ କରିଛନ୍ତି । ଏହା ବିଧାୟକଙ୍କ ଅପମାନ ହୋଇଥିବା ବେଳେ ମହାରାଷ୍ଟ୍ରର ଜନତା ଏ ସମସ୍ତ ନାଟକ ଦେଖୁଛି ବୋଲି ଆଶିଷ ପ୍ରତିକ୍ରୟା ଦେଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.