ETV Bharat / bharat

ଲୋକସଭାରେ ଏୟାର ଟ୍ରାଫିକ୍ ପ୍ରସଙ୍ଗ ଉଠାଇଲେ ଭର୍ତ୍ତୃହରି ମହତାବ

author img

By

Published : Nov 28, 2019, 12:11 PM IST

Updated : Nov 28, 2019, 1:43 PM IST

ଦେଶରେ ଦିନକୁ ଦିନ ଏୟାର ଟ୍ରାଫିକ୍ ବୃଦ୍ଧି ପାଉଥିବା ବେଳେ ଏହାର ଉନ୍ନତିକରଣ ଏବଂ ସୁରକ୍ଷା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ଲୋକସଭାରେ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ।

bhartruhari mahatab
ଫଟୋ ସୌଜନ୍ୟ: ଲୋକସଭା ଟିଭି

ନୂଆଦିଲ୍ଲୀ: ଲୋକସଭାରେ ଏୟାର ଟ୍ରାଫିକ୍ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଦେଶରେ ଦିନକୁ ଦିନ ଏୟାର ଟ୍ରାଫିକିଂ ବୃଦ୍ଧି ପାଉଥିବା ବେଳେ ଏହାର ଉନ୍ନତିକରଣ ଏବଂ ସୁରକ୍ଷା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ଦୀର୍ଘ ଦିନରୁ ଏ କ୍ଷେତ୍ରରେ ଦୃଷ୍ଟି ଦିଆଯାଇନଥିବା ଅଭିଯୋଗ କରିଛନ୍ତି ସେ । ଭର୍ତ୍ତୃହରି ୧୯୯୮ ରେ ପ୍ରଥମେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଲଗାତର ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ କଟକରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

Intro:Body:

BLANK

Conclusion:
Last Updated : Nov 28, 2019, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.