ନୂଆଦିଲ୍ଲୀ: ଲୋକସଭାରେ ଏୟାର ଟ୍ରାଫିକ୍ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଦେଶରେ ଦିନକୁ ଦିନ ଏୟାର ଟ୍ରାଫିକିଂ ବୃଦ୍ଧି ପାଉଥିବା ବେଳେ ଏହାର ଉନ୍ନତିକରଣ ଏବଂ ସୁରକ୍ଷା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ଦୀର୍ଘ ଦିନରୁ ଏ କ୍ଷେତ୍ରରେ ଦୃଷ୍ଟି ଦିଆଯାଇନଥିବା ଅଭିଯୋଗ କରିଛନ୍ତି ସେ । ଭର୍ତ୍ତୃହରି ୧୯୯୮ ରେ ପ୍ରଥମେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଲଗାତର ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ କଟକରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
ଲୋକସଭାରେ ଏୟାର ଟ୍ରାଫିକ୍ ପ୍ରସଙ୍ଗ ଉଠାଇଲେ ଭର୍ତ୍ତୃହରି ମହତାବ - ଲୋକସଭାରେ ଭର୍ତ୍ତୃହରି ମହତାବ
ଦେଶରେ ଦିନକୁ ଦିନ ଏୟାର ଟ୍ରାଫିକ୍ ବୃଦ୍ଧି ପାଉଥିବା ବେଳେ ଏହାର ଉନ୍ନତିକରଣ ଏବଂ ସୁରକ୍ଷା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ଲୋକସଭାରେ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ।
ନୂଆଦିଲ୍ଲୀ: ଲୋକସଭାରେ ଏୟାର ଟ୍ରାଫିକ୍ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଦେଶରେ ଦିନକୁ ଦିନ ଏୟାର ଟ୍ରାଫିକିଂ ବୃଦ୍ଧି ପାଉଥିବା ବେଳେ ଏହାର ଉନ୍ନତିକରଣ ଏବଂ ସୁରକ୍ଷା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ଦୀର୍ଘ ଦିନରୁ ଏ କ୍ଷେତ୍ରରେ ଦୃଷ୍ଟି ଦିଆଯାଇନଥିବା ଅଭିଯୋଗ କରିଛନ୍ତି ସେ । ଭର୍ତ୍ତୃହରି ୧୯୯୮ ରେ ପ୍ରଥମେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଲଗାତର ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ କଟକରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
BLANK
Conclusion: