ETV Bharat / bharat

2 ସପ୍ତାହରେ ବାନୋଙ୍କୁ କ୍ଷତିପୂରଣ ଦେବାକୁ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ

author img

By

Published : Sep 30, 2019, 4:58 PM IST

2002 ଗୁଜୁରାଟ ଦଙ୍ଗାରେ ଗଣଦୁଷ୍କର୍ମ ପୀଡିତା ବିଲକିସ ବାନୋଙ୍କୁ କ୍ଷତିପୂରଣ ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 2 ସପ୍ତାହ ମଧ୍ୟରେ ପୀଡିତାଙ୍କୁ କ୍ଷତିପୂରଣ ଦିଆଯିବା ନେଇ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।

ଫାଇଲ ଫଟୋ

ନୂଆଦିଲ୍ଲୀ: 2002 ଗୁଜୁରାଟ ଦଙ୍ଗାରେ ଗଣଦୁଷ୍କର୍ମ ପୀଡିତା ବିଲକିସ ବାନୋଙ୍କୁ କ୍ଷତିପୂରଣ ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 2 ସପ୍ତାହ ମଧ୍ୟରେ ପୀଡିତାଙ୍କୁ ସରକାରୀ ଚାକିରି, ଘର ଏବଂ 50 ଲକ୍ଷ ଟଙ୍କା ଦେବାକୁ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

ସୂଚନା ଥାଉକି ଗତ ଶୁଣାଣିରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ପୀଡିତାଙ୍କୁ କେବଳ 50 ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଗୁଜୁରାଟ ସରକାର ମଧ୍ୟ କହିଥିଲେ ପୀଡିତାଙ୍କୁ ଆର୍ଥିକ ସହାୟତା ସମେତ ରହିବା ପାଇଁ ଘର ଏବଂ ଚାକିରି ଯୋଗାଇ ଦେବେ। କିନ୍ତୁ କୌଣସି କ୍ଷତିପୂରଣ ମିଳିନଥିବା ପୀଡିତା ଅଭିଯୋଗ କରିଥିଲେ । ଯାହାର ଶୁଣାଣି କରି 2 ସପ୍ତାହ ମଧ୍ୟରେ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.