ETV Bharat / bharat

ବିହାରରେ ବନ୍ୟା ବିତ୍ପାତ: ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି

author img

By

Published : Aug 8, 2020, 9:32 AM IST

Updated : Aug 8, 2020, 9:55 AM IST

ବିଗୁଡୁଛି ବିହାରର ବନ୍ୟା ସ୍ଥିତି । ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି । 23 ଜିଲ୍ଲାର 70 ଲକ୍ଷ ଲୋକେ ପ୍ରଭାବିତ। ଅଧିକ ପଢନ୍ତୁ....

Bihar flood: Death toll rises to 23
ବିହାରରେ ବନ୍ୟା ବିତ୍ପାତ:ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି

ପାଟନା: ଦିନକୁ ଦିନ ବିଗିଡିବାରେ ଲାଗିଛି ବିହାରର ବନ୍ୟା ସ୍ଥିତି । 23 ଜିଲ୍ଲାର 70 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ପାଇଛି । ବନ୍ୟା ସ୍ଥିତି ସଙ୍ଗୀନ ଥିବାରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆକାଶମାର୍ଗରୁ ସ୍ଥିତି ନିରୀକ୍ଷଣ କରିଛନ୍ତି । 14ଟି ପଞ୍ଚାୟତର 1199 ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡିକରେ ଏନଡିଆରଏଇ ଓ ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରିଲିଫ ବଣ୍ଟନ କରାଯାଉଛି ।

ବିହାରରେ ବନ୍ୟା ବିତ୍ପାତ: ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି

ସେହିପରି 1420ଟି କମ୍ୟୁନିଟି ରୋଷେଇ ଶାଳାରେ 10 ଲକ୍ଷରୁ ଅଧିକ ଲୋକଙ୍କୁ ଖାଇବାକୁ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳରେ 11,793 ଲୋକେ ଆଶ୍ରୟ ନେଇଛନ୍ତି । ତେବେ ରାଜ୍ୟର 16ଟି ଜିଲ୍ଲାକୁ ବାତ୍ୟା ପ୍ରଭାବିତ ଜିଲ୍ଲା ଭାବେ ସରକାର ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 8, 2020, 9:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.