- ଦେଶର କୋରୋନା ମୃ୍ତ୍ୟୁ ସଂଖ୍ୟା 9କୁ ବୃ୍ଦ୍ଧି । ଭାରତରେ ପଜେଟିଭ ସହ ଆକ୍ରାନ୍ତଙ୍କ ସଂଖ୍ୟା 477
- କୋରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରେସମିଟ । 30 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମ୍ପୂର୍ଣ୍ଣ ଲକଡାଉନ
- ରାଜ୍ୟରେ ଆଜି 14 ଜିଲ୍ଲା ଲକଡାଉନ । ଆଉ 9ଟି ଜିଲ୍ଲାରେ ଲକଡାଉନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି
- କୋରୋନା ପାଣ୍ଠିକୁ 3 ମାସର ଦରମା ଦେଲେ ନବୀନ। BJD ସାଂସଦ ଓ ବିଧାୟକ ବି କଲେ ଦାନ
- ଆଜିଠୁ ସମସ୍ତ ଯାତ୍ରୀବାହୀ ବିମାନ ଉଡାଣ ମାର୍ଚ୍ଚ 31 ଯାଏଁ ବାତିଲ
- ମାର୍ଚ୍ଚ 31 ପର୍ଯ୍ୟନ୍ତ ରେଳବାଇ ଟିକେଟ କାଉଣ୍ଟର ସହ ପାର୍ସଲ ଅଫିସ ବନ୍ଦ
- ଅନିର୍ଦ୍ଧିଷ୍ଟ କାଳ ପାଇଁ ସଂସଦରେ ସାଇନ ଡାଏ, ଲୋକସଭା ପରେ ରାଜ୍ୟସଭାରେ ବି ହେଲା ଘୋଷଣା
- ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଶିବରାଜ ସିଂ ଚୌହାନ । ରାଜ ଭବନରେ ନେଲେ ଶପଥ
- ପୁଣି ଅସ୍ତ୍ରବୀରତି ଉଲଙ୍ଘନ। ପୁଞ୍ଚ ଜିଲ୍ଲା ମେନ୍ଧାର ସେକ୍ଟରେ ଗୁଳି ବର୍ଷଣ । ସେନାର ପାଲଟା ଜବାବ
- ଅଲମ୍ପିକ ମ୍ୟାଚ ଘୁଞ୍ଚିଲେ ଭଲ ହେବ କହିଲେ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଁ
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - କଣ ହେଉଛି ଖାସ ଖବର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର..
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର