ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ଦେଶ-ଦୁନିଆ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନିତୀରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

TODAYS NEWS
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
author img

By

Published : Mar 5, 2020, 8:12 AM IST

Updated : Mar 5, 2020, 8:23 AM IST

ଟପ୍‌ ନ୍ୟୁଜ୍‌

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ନିର୍ଭୟା ଦୋଷୀ ପବନର ରାଜକ୍ଷମା ଖାରଜ, ଆଜି ଆସିପାରେ ନୂଆ ଡେଥ ୱାରେଣ୍ଟ ।
  • ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104ତମ ଜନ୍ମ ଜୟନ୍ତୀ ।
  • ଆଜିଠୁ ପକ୍କାଘର ଯୋଗ୍ୟତା କାର୍ଡ ବଣ୍ଟନ, ମାର୍ଚ୍ଚ ସୁଦ୍ଧା 20 ଲକ୍ଷ ହିତାଧିକାରୀଙ୍କୁ ମିଳିବ ଘର ।
  • ରାଜ୍ୟବାସୀଙ୍କୁ ଆତଙ୍କୀତ କରିଛି କୋରୋନା, ସୁବର୍ଣ୍ଣପୁରର ଦୁବାଇ ଫେରନ୍ତା ସନ୍ଦିଗ୍ଧ ଯୁବକ ବୁର୍ଲାରେ ଭର୍ତ୍ତି ।
  • ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା 28କୁ ବୃଦ୍ଧି, ପଜିଟିଭ ସମସ୍ତ ଇଟାଲୀ ପର୍ଯ୍ୟଟକ ଛାୱଲା ITBP କ୍ୟାମ୍ପକୁ ସ୍ଥାନାନ୍ତର ।
  • ରଣଜୀ ଫାଇନାଲରେ ବେଙ୍ଗଲ-ସୌରାଷ୍ଟ୍ର ଲଢେଇ, ମାର୍ଚ୍ଚ 9ରୁ ରାଜକୋଟରେ ମ୍ୟାଚ ।
  • କୋରୋନା ପାଇଁ ଏଥର ଫିକା ପଡିବ ହୋଲି ରଙ୍ଗ, ଉତ୍ସବରୁ ଦୂରେଇଗଲେ କେନ୍ଦ୍ର ଓ ସମସ୍ତ ସରକାର ।
  • ସୁନୀଲ ଯୋଶୀଙ୍କୁ BCCIର ବଡ ଦାୟିତ୍ବ, ସିନିଅର ପୁରୁଷ ଦଳ ଚୟନ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ ।
  • 2021ରେ ଚନ୍ଦ୍ରଯାନ-3ର ଉତକ୍ଷେପଣ, ବର୍ଷର ପ୍ରଥର୍ମାର୍ଦ୍ଧରେ ଲଞ୍ଚ ଲକ୍ଷ୍ୟ ।
  • ରାଷ୍ଟ୍ରପତି ଭବନରେ 61ତମ ଲଳିତ କଳା ଏକାଡେମୀ ପୁରସ୍କାର ଉତ୍ସବରେ 15 କଳାକାରଙ୍କୁ ସମ୍ମାନିତ ।

Last Updated : Mar 5, 2020, 8:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.