ETV Bharat / bharat

ଗୁଜୁରାଟରେ ଜମିବ କଂଗ୍ରେସ-ବିଜେପି ଫାଇଟ୍ - loksabha election

୨୦୧୭ ବିଧାନସଭା ନିର୍ବାଚନରେ ତିନ ଯୁବନେତା ହାର୍ଦ୍ଦିକ ପଟେଲ, ଜିଗ୍ନେଶ ମେୱାନୀ ଓ କଳ୍ପେଶ ଠାକୁରଙ୍କ ସହ କଂଗ୍ରେସ ଠାରୁ କଡା ଟକ୍କର ପାଇଥିଲା ବିଜେପି । ଏହି ନିର୍ବାଚନରେ ବିଜେପି ୧୦୦ଟି ଆସନ ମଧ୍ୟ ଛୁଇଁ ପାରି ନଥିଲା । ଅନ୍ୟପକ୍ଷେ କଂଗ୍ରେସ ହାତକୁ ୭୮ଟି ଆସନ ଆସିଥିଲା ।

ଫାଇଲ ଫଟୋ
author img

By

Published : Apr 3, 2019, 8:53 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛିବିଜେପି ଓ କଂଗ୍ରେସ ମଧ୍ୟରେ ଦେଖା ଦେଉଛି ଜୋରଦାର ଲଢେଇ । ବିଗତ ଲୋକସଭା ନିର୍ବାଚନରେ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ପାଇଁ ଯୋଗ୍ୟ ଆସନ ମଧ୍ୟ ପାଇ ପାରି ନଥିଲେ । ଦଳ ୪୪ଟି ଆସନରେ ସୀମିତ ରହିଯାଇଥିଲା। ଅନ୍ୟପକ୍ଷେ ନିକଟ ଅତୀତରେ ହୋଇଥିବା ବିଧାନସଭା ନିର୍ବାଚନଗୁଡିକରେ କଂଗ୍ରେସ ବିଜେପିକୁ ଦେଇଥିଲା କଡା ଟକ୍କର । ୨୦୧୭ର ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କରାଜ୍ୟ ଗୁଜୁରାଟରେ ଯାଇ ରାହୁଲ ବିଜେପି ପାଇଁ ସୃଷ୍ଟି କରିଥିଲେଚ୍ୟାଲେଞ୍ଜ । ଏହି ନିର୍ବାଚନରେ ବିଜେପି ୧୮୨ଟି ବିଧାନସଭା ଆସନରୁ ମାତ୍ର ୯୯ ଆସନରେ ସୀମିତ ରହିଯାଇଥିଲା।

୨୬ ଲୋକସଭା ଆସନ ଓ ୧୮୨ ବିଧାନସଭା ଆସନ ଥିବା ଗୁଜୁରାଟବିଜେପି ନେତା ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଗଡ ଭାବେ ପରିଚିତ ।ପ୍ରାୟ ୨୦ ବର୍ଷ ଧରି ବିଜେପି ଏଠାରେ କ୍ଷମତାରେ ରହି ଆସୁଅଛି । ୧୯୯୫ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ବିଜେପି କ୍ଷମତାରେ ରହି ଆସୁଛି। କିନ୍ତୁ ୨୦୧୭ ବିଧାନସଭା ନିର୍ବାଚନରେ 3ଯୁବନେତା ହାର୍ଦ୍ଦିକ ପଟେଲ, ଜିଗ୍ନେଶ ମେୱାନୀ ଓ କଳ୍ପେଶ ଠାକୁରଙ୍କ ସହ କଂଗ୍ରେସ ଠାରୁ କଡା ଟକ୍କର ପାଇଥିଲା ବିଜେପି। ଏହି ନିର୍ବାଚନରେ ବିଜେପି ୧୦୦ଟି ଆସନ ମଧ୍ୟ ଛୁଇଁ ପାରି ନଥିଲା । ଅନ୍ୟପକ୍ଷେ କଂଗ୍ରେସ ହାତରେ ୭୮ଟି ଆସନ ଆସିଥିଲା । ୧୯୯୧ ପରେ ବିଜେପି ଖାତାରେ ସବୁଠାରୁ ଅଧିକ ଲୋକସଭା ଆସନ ଆସୁଛି । ୧୯୯୧ରେ ୨୦, ୧୯୯୬ରେ ୧୬, ୧୯୯୮ରେ ୧୯, ୧୯୯୯ରେ ୨୦, ୨୦୦୪ରେ ୧୪, ୨୦୦୯ରେ ୧୫ ଓ ୨୦୧୪ରେ ରାଜ୍ୟର ଲୋକସଭା ଆସନର ସମସ୍ତ ୨୬ଟି ଆସନ ମିଳିଥିଲା ।

ଯେତେବେଳେ ବିଜେପିକୁ ଗୁଜୁରାଟ ହରାଇବା ସ୍ଥିତି ଉପୁଜିଥିଲା-

୨୦୧୪ ଲୋକସଭା ନିର୍ବାଚନ ପରେ ମୋଦି ଗୁଜୁରାଟ ଛାଡି ଦିଲ୍ଲୀ ଅଭିମୂଖେ ଅଗ୍ରସର ହୋଇଥିଲେ । ୨୦୧୭ ବିଧାନସଭା ନିର୍ବାଚନରେ ଦଳକୁ ବହୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । କଷ୍ଟ ମଷ୍ଟେ ବିଜେପି ନିଜ କ୍ଷମତା ହରାଇବାରୁରକ୍ଷା ପାଇଯାଇଥିଲା । ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଷ୍ଟ୍ରାଇକ ରେଟ ୧୦୦ ପ୍ରତିଶତ ଥିଲା କିନ୍ତୁ ଏହାପରେ ଦଳ ୨୦୧୭ରେ ବଡ ଝଟକା ଲାଗିଥିଲା । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ନିଜ ପ୍ରଦର୍ଶନ ଯଦି କରି ପାରିଥାନ୍ତା, ତେବେ ୧୬୫ ଆସନ ଜିତିବାର ସମ୍ଭାବନା ଥିଲା । କିନ୍ତୁ ବିଜେପି ଏମିତି କରି ପାରିନାହିଁ । ଦଳକୁ ୯୯ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏହି ନିର୍ବାଚନରେ ପିଏମ ମୋଦି ୧୫ ଦିନରେ ୩୮ଟି ଜନସଭା କରିଥିଲେ । ସେହିପରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅମଦାବାଦରେ ୧୨-୧୫ ଦିନ ଯାଏଁ ରହିଥିଲେ । ଦଳକୁ ଡର ଲାଗିବାକୁ ଲାଗିଥିଲା ଯେ ତାର ଗଡ ଗୁଜୁରାଟ ତା ହାତରୁ ଚାଲି ଯାଉଛି । ଏହି ନିର୍ବାଚନରେ ଦଳ ପରାଜୟରୁ ବଞ୍ଚି ଯାଇଥିଲେ ମଧ୍ୟ କଂଗ୍ରେସ ବିଜେପି ଗଡକୁ ଭାଙ୍ଗିବାର କ୍ଷମତା ରଖିଛି ବୋଲି ଏହି ନିର୍ବାଚନରୁ ଜଣାପଡିଥିଲା ।

ବର୍ତ୍ତମାନର ପରିସ୍ଥିତି-

୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଗ୍ରାମୀଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ କଂଗ୍ରେସର ସବୁଠାରୁ ବଡ ଦୁର୍ବଳତା ହେଉଛି ସହରୀ ଅଞ୍ଚଳ । ଏହା ଗୋଟିଏ ପ୍ରକାର ବିଜେପିର ଗଡ କହିଲେ ଅତୁକ୍ତ ହେବନାହିଁ । ଯାହାକୁ କଂଗ୍ରେସ ୨୦୧୭ରେ ଭେଦ କରି ପାରି ନଥିଲା । ସେହିପରି ବିଜେପି ଗୁଜୁରାଟର ଗ୍ରାମୀଣ ଅଞ୍ଚଳରେ ବହୁତ ଦୁର୍ବଳ । ତେଣୁ ସେଠାକାର ପରିସ୍ଥିତି ଅନୁସାରେ ବର୍ତ୍ତମାନର ଲୋକସଭା ନିର୍ବାଚନରେ ଏହି ଟ୍ରେଣ୍ଡ ଚାଲି ପାରେ । କଂଗ୍ରେସ ପ୍ରାୟ ୧୦ ଲୋକସଭା ଆସନ ଉପରେ କଠିନ ପରିଶ୍ରମ କରୁଛି । ଯାହା ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ରାଜନୈତିକ ବିଶେଷଜ୍ଞ କହନ୍ତି । ରାଜ୍ୟର ଆଦିବାସୀ, କେନ୍ଦ୍ର ଗୁଜୁରାଟ ଓ ଗ୍ରାମୀଣ ଅଞ୍ଚଳରେ କଂଗ୍ରେସର ବେଶ ପ୍ରଭାବ ରହିଛି ।

ଗୁଜୁରାଟର ୨୦୧୭ ବିଧାନସଭା ନିର୍ବାଚନରେ ରାଜ୍ୟର ୩ ବଡ ଯୁବ ନେତା ପାଟିଦାର ଆନ୍ଦୋଳନ ଆବାହକ ହାର୍ଦ୍ଦିକ ପଟେଲ, ଉନାବ କାଣ୍ଡରୁ ଚର୍ଚ୍ଚାକୁ ଆସିଥିବା ଦଳିତ ନେତା ଜିଗ୍ନେଶ ମେଓ୍ବାନୀ ଓ ଓବେସି ନେତା କଳ୍ପେଶ ଠାକୁର ବଡ ଭୂମିକା ନିର୍ବାହ କରିଥିଲେ । ଏମାନେ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ । ଏହି ଯୁବ ନେତାମାନେ ବେରୋଜଗାର, ବିଜେପିର ସାମ୍ପ୍ରଦାୟିକ ନୀତିର ବିରୋଧ କରିଥିଲେ । ଯାହାର ପରିଣାମ ବିଜେପିକୁ ଭୋଗିବାକୁ ପଡିଥିଲା । ବର୍ତ୍ତମାନ ଉପରୋକ୍ତ ଦୁଇ ଯୁବ ନେତା କଳ୍ପେଶ ଠାକୁର ଓ ହାର୍ଦ୍ଦିକ ପଟେଲ କଂଗ୍ରେସରେ ଅଛନ୍ତି । ଏମାନେ କଂଗ୍ରେସ ପାଇଁ ପ୍ରଚାର କରିବେ । ପାଟିଦାର ସମାଜର ଭୋଟ ଗୁଜୁରାଟ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ବର୍ତ୍ତମାନ ହାର୍ଦ୍ଦିକ ପଟେଲଙ୍କ କଂଗ୍ରେସରେ ମିଶ୍ରଣ ପରେ ଲୋକସଭା ନିର୍ବାଚନରେ ଏହାର କେତେ ପ୍ରଭାବ ପଡିବ ତାହା ସମୟ ହିଁ କହିବ । ସେହି ପରି ଜିଗ୍ନେଶ ମେଓ୍ବାନୀ ମଧ୍ୟ ବିଜେପି ବିରୋଧରେ ପ୍ରଚାର କରିବେ । ୨୦୧୪ରେ ବିଜେପି ୨୬ଟି ଲୋକସଭା ଆସନ ଜିତିଥିଲା । ବର୍ତ୍ତମାନ ଯଦି ବିଜେପି ଗୋଟିଏ ଆସନ ହରାବ ମଧ୍ୟ ତାହା ବିଜେପିକୁ ହିଁ କ୍ଷତି ପହଞ୍ଚିବ । ବିଜେପି ଗଡରେ କଂଗ୍ରେସ କେତେ ଭେଦ କରି ପାରୁଛି ତାହା ସମୟ କହିବ । କିନ୍ତୁ ଏଥର ଲୋକସଭା ନିର୍ବାଚନ ଗୁଜୁରାଟରୁ କିଛି ପରିବର୍ତ୍ତନ ଆଣିବ ।

Intro:Body:

दुनिया की 8 सबसे हॉट भारतीय महिला मॉडल.....

गैलरी के बारे में

------------------------------------

-------------------------------

1- मॉडल-एक्ट्रेस एंजेला जॉनसन ने 2011 में किंगफिशर कैलेंडर मॉडल हंट का खिताब जीतकर एक नया मुकाम हासिल किया. 28 फरवरी, 1990 को चेन्नई में जन्मी एंजेला ने कुछ बॉलीवुड फिल्मों में भी काम किया है. वह वर्ष 2011 में टाइम्स ऑफ़ इंडिया के सर्वे में टॉप 50 में मोस्ट डिजायरेबल वूमेंस की फेहरिस्त में भी शामिल हो चुकीं हैं.

2- निकोल फारिया ने मिस अर्थ 2010 जीता और मिस अर्थ जीतने वाली भारत की पहली महिला बनीं. बंगलौर की सुंदरी कई फैशन पत्रिकाओं जैसे एले, वोग, कॉस्मोपॉलिटन में भी काम कर चुकीं हैं.

3- उत्तराखंड के एक छोटे से शहर में जन्मीं सोनम बाजवा 2012 में फेमिना मिस इंडिया प्रतियोगिता में भाग लेने के कारण सुर्खियों में आईं. मॉडलिंग के अलावा, सोनम को पंजाबी और तमिल फिल्मों में हॉट ब्यूटी के रूप में भी जाना जाता है. साथ ही सोनम ब्लॉक बस्टर फिल्म “पंजाब 1984” में लीडिंग रोल में भी नजर आ चुकी हैं.

4- एक अन्य युवा मॉडल, अदिति आर्य को लीडिंग भारतीय मॉडल में गिना जाता है. उन्होंने फेमिना मिस इंडिया वर्ल्ड 2015 का खिताब जीता था.

5- सुप्रिया आइमन को 2012 में बिहार की राजकुमारी के रूप में ताज पहनाया गया. साथ ही सुप्रिया जापान के टोक्यो में आयोजित मिस इंटरनेशनल 2015 में भारत का प्रतिनिधित्व करने के लिए शीर्ष पर थीं. हॉट मॉडल सुप्रिया ने कई बड़े ब्रांड्स जैसे कि Sunsilk, Biba Apparels, Lolral, Pantaloons Fashion और Retail का समर्थन भी किया है.

6- शर्लिन चोपड़ा जो कई बॉलीवुड फिल्मों में नज़र आ चुकी हैं. वह अमेरिकी पुरुषों की पत्रिका 'प्लेबॉय' के लिए न्यूड पोज देने वाली पहली भारतीय मॉडल थीं. मॉडल शर्लिन को अपनी बोल्डनेस के चलते विवादों में रहना पड़ा. साथ ही उन्हें अब तक की सबसे हॉट मॉडल में भी गिना जाता है.

7- पूनम पांडे ने मॉडलिंग में अपना करियर शुरू किया. साथ ही बॉलीवुड और टॉलीवुड की कई फिल्मों में काम किया. वह 'ग्लैडरैग्स 2010' के शीर्ष नौ प्रतियोगियों में से एक थीं.

8- उर्वशी रौतेला अब तक की सबसे अधिक सौंदर्य प्रतियोगिता जीतने वाली सबसे कम उम्र की हॉट मॉडल हैं. उर्वशी को युवा और सेक्सी महिला के रुप में दुनिया की सबसे सफल मॉडल में से एक माना जाता है.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.