ETV Bharat / bharat

ଇଡ଼ି ହେପାଜତରେ ଭୂଷଣର ପୂର୍ବତନ ସିଏମଡ଼ି

author img

By

Published : Nov 24, 2019, 2:15 AM IST

ଅର୍ଥ ହେରଫେର ମାମଲାରେ ଭୂଷଣର ପୂର୍ବତନ ଇଡ଼ି ନିର୍ଦ୍ଦେଶକଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନିଜ ହେପାଜତରେ ରଖିବା ସହିତ ଜାରି ରଖିଛି ଜେରା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: IANS

ନୂଆଦିଲ୍ଲୀ: କୋଟି କୋଟି ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲର ପୂର୍ବତନ ସିଏମଡ଼ି ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ସିଂଘଲଙ୍କୁ ନିଜ ହେପାଜତକୁ ନେଇଛି । ଏନେଇ ଇଡ଼ି କୋର୍ଟରୁ ଅନୁମତି ନେଇଥିବା ଜଣାପଡ଼ିଛି । ଏହି ସମୟ ମଧ୍ୟରେ ସେ ବିଭିନ୍ନ ଅର୍ଥ ହେରଫେର ମାମଲା ସମ୍ପର୍କରେ ଜେରା କରିବେ ।

ସିଂଘଲଙ୍କୁ ଇଡ଼ି ଶୁକ୍ରବାର ଗିରଫ କରିଥିଲା । କୋଟି କୋଟି ଟଙ୍କ ଅର୍ଥ ହେରଫେର ମାମଲା ସମ୍ପର୍କରେ ପଚରାଉଚରା କରିବା ପରେ ନିଜ ହେପାଜତକୁ ନେଇଥିଲା । ତେବେ ଇଡି ପକ୍ଷରୁ ଜେରାରେ ସହଯୋଗ କରୁନଥିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ସ୍ପଷ୍ଟୀକରଣ ଦିଆଯାଇଛି ।

କୋର୍ଟ ସଞ୍ଜୟଙ୍କୁ ଜେରାରେ ସହଯୋଗ ନ କରିବାରୁ ଇଡ଼ିକୁ ଗିରଫ କରିବାକୁ ଅନୁମତି ଦେଇଥିଲା । ଏହା ସହିତ ସେ ତାଙ୍କର ଔଷଧ, ଚଷମା ଏବଂ ବିଛଣା ସାଥିରେ ନେଇଯିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ନ୍ୟାୟାଧୀଶ କହିଛନ୍ତି କି, ଖାଦ୍ୟ ସାଥିରେ ନେବା ପାଇଁ ଅନୁମତି ପ୍ରଦାନ କରୁନାହିଁ । କାରଣ ଇଡ଼ି ତାଙ୍କର ଠିକ ଦେଖାଶୁଣା କରିପାରିବେ ବୋଲି କୋର୍ଟ କହିଛନ୍ତି ।

Intro:Body:

editorial

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.