ETV Bharat / bharat

ଭୋପାଳ ରେଳ ଷ୍ଟେସନ ଦୁର୍ଘଟଣା, ଗୁରୁତରଙ୍କୁ 50 ହଜାର ସହାୟତା ଘୋଷଣା

author img

By

Published : Feb 13, 2020, 2:15 PM IST

ରେଳଷ୍ଟେସନର ଫୁଟ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ଗୁରୁତରଙ୍କୁ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ଘୋଷଣା । ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀଙ୍କୁ 50 ହଜାର ଓ ସାମାନ୍ୟ ଆହତଙ୍କୁ 10 ହଜାର ଟଙ୍କା ଦିଆଯିବ ।

bhopal railway station incident: state government announced compensation
ଭୋପାଳ ରେଳ ଷ୍ଟେସନ ଦୁର୍ଘଟଣା, ଗୁରୁତରଙ୍କୁ 50 ହଜାର ସହାୟତା ଘୋଷଣା

ଭୋପାଳ: ରେଳଷ୍ଟେସନର ଫୁଟ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ଗୁରୁତରଙ୍କୁ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ଘୋଷଣା । ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀଙ୍କୁ 50 ହଜାର ଓ ସାମାନ୍ୟ ଆହତଙ୍କୁ 10 ହଜାର ଟଙ୍କା ଦିଆଯିବ ।

ଏହି ଦୁର୍ଘଟଣାକୁ ନେଇ ରାଜ୍ୟ ସରକାର ବହୁତ ପ୍ରଶ୍ନ ଉଠାଇଛି । ଜନସମ୍ପର୍କ ମନ୍ତ୍ରୀ ପିସି ଶର୍ମା ଘଟଣା ସ୍ଥଳରେ ପହଞ୍ଚିଛି । ଏ ନେଇ ମୁଖ୍ୟମନ୍ତ୍ରୀ କମଳନାଥ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ପତ୍ର ଲେଖି ରାଜ୍ୟର ସମସ୍ତ ରେଳ ଷ୍ଟେସନ ବ୍ରିଜର ଯାଞ୍ଚ ପାଇଁ ଦାବି କରିବେ ବୋଲି ଶର୍ମା କହିଛନ୍ତି ।

ଏହି ଦୁର୍ଘଟଣାରେ ଯିଏ ବି ଦୋଷୀ ଥିବେ , ସେମାନଙ୍କ ନାଁ କଡା କାର୍ଯ୍ୟନୁଷ୍ଠାନ ନିଆଯିବା ଦରକାର । ଏଥିସହ ଆଗକୁ ଏଭଳି ଘଟଣା ଯେପରି ଆଗକୁ ନ ଆସିବ ସେ ପ୍ରତି ଦୃଷ୍ଟି ଦିଆଯିବ ବୋଲି ଶର୍ମା ପ୍ରତିସଶ୍ରୁତି ଦେଇଛନ୍ତି । ସେପଟେ ପୂର୍ବତନ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି 24 ଘଣ୍ଟା ଭିତରେ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ପ୍ରାଥମିକତା ଦର୍ଶାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.