ETV Bharat / bharat

ଦଳୀୟ ବୈଠକରେ ଚେତାଶୂନ୍ୟ ହେଲେ ସାଂସଦ ସାଧ୍ବୀ ପ୍ରଜ୍ଞା - Bhopal

ଭୋପାଳରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟତିଥିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ହଠାତ ଚେତାଶୂନ୍ୟ ହୋଇଗଲେ ସାଂସଦ ପ୍ରଜ୍ଞା ଠାକୁର ।

ଚେତାଶନ୍ୟ ହେଲେ ସାଂସଦ ସାଧ୍ବୀ ପ୍ରଜ୍ଞା
ଚେତାଶନ୍ୟ ହେଲେ ସାଂସଦ ସାଧ୍ବୀ ପ୍ରଜ୍ଞା
author img

By

Published : Jun 23, 2020, 12:47 PM IST

ଭୋପାଳ: ବେହୋସ ହେଲେ ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର । ମଧ୍ୟପ୍ରଦେଶ ଭୋପାଳରେ ମଙ୍ଗଳବାର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟତିଥିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଜ୍ଞା । କାର୍ଯ୍ୟକ୍ରମ ଚାଲିଥିବାବେଳେ ହଠାତ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ ।

ଏହାପୂର୍ବରୁ ବିଜେପି ସାଂସଦଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ ସେ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ତାଙ୍କର 'ରେଟିନା ଠାରୁ ମସ୍ତିଷ୍କ ପର୍ଯ୍ୟନ୍ତ ଫୁଲିଛି । ସେ ଦୃଷ୍ଟି ଶକ୍ତି ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହା ପୂର୍ବରୁ ପ୍ରଜ୍ଞା ଠାକୁର କର୍କଟ ଏବଂ ଚକ୍ଷୁ ସମସ୍ୟା ପାଇଁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.