ETV Bharat / bharat

ଭୀମା କୋରେଗାଓଁ ମାମଲା, କୋର୍ଟରେ ହାଜର ହେବେ ଡିୟୁ ପ୍ରଫେସର - DU professor arrested in connection with Bhima Koregaon case

ଭୀମା କୋରେଗାଓଁ ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସରଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ବୁଧବାର ତାଙ୍କୁ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ ।

ଭୀମା କୋରେଗାଓଁ ମାମଲା
ଭୀମା କୋରେଗାଓଁ ମାମଲା
author img

By

Published : Jul 29, 2020, 12:57 PM IST

ନୂଆଦିଲ୍ଲୀ: ଭୀମା କୋରେଗାଓଁ ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସରଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ତେବେ ବୁଧବାର ତାଙ୍କୁ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ ବୋଲି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କହିଛି। ଅଧିକ ପଚରାଉଚରା ପୋଲିସ ତାଙ୍କୁ ହେପାଜତକୁ ନେବାକୁ କୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି ।

ଅଭିଯୁକ୍ତ ଜଣକ ହନି ବାବୁ ମୁସାଲିୟାର୍ଭେଟିଲ ଥାରାୟିଲ ବୋଲି ଜଣାପଡିଛି। ସେ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ରୁହନ୍ତି ।

ସୂଚନାଯୋଗ୍ୟ ଯେ, 2017 ମସିହା ଡିସେମ୍ବର 31 ରେ ପୁଣେର ଶାନିୱରୱାଡା ଠାରେ କବୀର କାଲା ମଞ୍ଚର କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଆୟୋଜିତ ଏଲଗର ପରିଷଦ ସମୟରେ ଲୋକଙ୍କୁ ଉତ୍ତେଜିତ କରିବା ଏବଂ ଉତ୍ତେଜନାମୂଳକ ଭାଷଣ ଦେବା ସହ ବିଭିନ୍ନ ଜାତି ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରାଯାଇଥିଲା । ଏହାପରେ ହିଂସା ଘଟି ଏନେକ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.