ନୂଆଦିଲ୍ଲୀ: ସଂସଦ ଆଗରେ ପଶ୍ଚିମବଙ୍ଗ ବିଜେପି ସାଂସଦଙ୍କ ବିକ୍ଷୋଭ । ପ୍ଲା-କାର୍ଡ ଧରି ପଶ୍ଚିମବଙ୍ଗରେ ଗଣତନ୍ତ୍ରର ସୁରକ୍ଷା କରିବାକୁ ଆହ୍ବାନ । ଏହାସହ ପଶ୍ଚିମବଙ୍ଗରେ ଦୁଷ୍କର୍ମ ବନ୍ଦ କରିବାକୁ ମଧ୍ୟ ପ୍ଲାକାର୍ଡରେ ଉଲ୍ଲେଖ ରହିଛି ।
ଶୁକ୍ରବାର, ସଂସଦ ଆରମ୍ଭ ହେବା ପୂର୍ବରୁ ସଂସଦ ଆଗରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।
ସୌଜନ୍ୟ: @ANI