ETV Bharat / bharat

କୋଭାକ୍ସିନ୍‌ର ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା, ମିଳିଲା ଅନୁମତି - phase 2 trial of covid 19 vaccine

ଭାରତ ବାୟୋଟେକ ବିକଶିତ କରିଥିବା କୋରୋନା ଟୀକା କୋଭାକ୍ସିନ୍‌ର ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ।

କୋଭାକ୍ସିନ୍‌ର ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା, ମିଳିଲା ଅନୁମତି

author img

By

Published : Sep 4, 2020, 9:43 PM IST

ହାଇଦ୍ରାବାଦ: ହାଇଦ୍ରାବାଦ ଭିତ୍ତିକ ଭାରତ ବାୟୋଟେକ ବିକଶିତ କରିଥିବା କୋରୋନା ଟୀକା କୋଭାକ୍ସିନ୍‌ର ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା । ଏନେଇ ଶୁକ୍ରବାର ତାକୁ ଅନୁମୋଦନ ମିଳିଛି ।

କୋଭାକ୍ସିନ୍‌ର ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା, ମିଳିଲା ଅନୁମତି
କୋଭାକ୍ସିନ୍‌ର ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା, ମିଳିଲା ଅନୁମତି

ତେବେ ଟୀକା ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ଜାରି ରହିଛି । ଖୁବ୍ ଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରୁଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏବଂ ସମ୍‌ ହସ୍ପିଟାଲର ପରୀକ୍ଷଣର ମୁଖ୍ୟ ଅନୁସନ୍ଧାନକାରୀ ଡ. ଇ ଭେଙ୍କଟ ରାଓ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.