ETV Bharat / bharat

ଧରାପଡିଲା ହନିଟ୍ରାପ ରାକେଟ, ବିଧାୟକଙ୍କୁ କରୁଥିଲେ ଟାର୍ଗେଟ - ହନି-ଟ୍ରାପରେ ଫସିଲେ ବିଧାୟକ

ବେଙ୍ଗାଲୁରୁ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ପୋଲିସ (ସିସିବି) ଏକ ହନିଟ୍ରାପ ରାକେଟର୍‌ ଖୁଲାସା କରିବା ସହ ସମସ୍ତ ସଦସ୍ୟଙ୍କୁ ଗିରଫ କରିଛି । ଏହି ରାକେଟ ରାତାରାତି ଧନୀ ହେବା ପାଇଁ ବିଧାୟକ ମାନଙ୍କୁ ଟାର୍ଗେଟ କରୁଥିଲେ । ଅଧିକ ପଢନ୍ତୁ...

Bengaluru CCB police arrest honey trap gang
ଡିଜାଇନ ଫଟୋ
author img

By

Published : Nov 27, 2019, 10:47 PM IST

ବେଙ୍ଗାଲୁରୁ: ହାଇ-ପ୍ରୋଫାଇଲ୍‌ ହନିଟ୍ରାପ ରାକେଟ୍‌ର ପର୍ଦ୍ଦାଫାସ । ବେଙ୍ଗାଲୁରୁ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ପୋଲିସ (ସିସିବି) ଏହି ହନିଟ୍ରାପ ରାକେଟର୍‌ ଖୁଲାସା କରିବା ସହ ସମସ୍ତ ସଦସ୍ୟଙ୍କୁ ଗିରଫ କରିଛି । ଏହି ରାକେଟ ରାତାରାତି ଧନୀ ହେବା ପାଇଁ ବିଧାୟକ ମାନଙ୍କୁ ଟାର୍ଗେଟ କରୁଥିଲେ । ହନିଟ୍ରାପରେ ଫସାଇବା ପରେ ଭିଡିଓ ମାଧ୍ୟମରେ ବ୍ଲାକମେଲିଂ କରୁଥିଲେ । ପରେ ବିପୁଳ ଅର୍ଥ ଦାବି କରୁଥିଲା ଏହି ରାକେଟ । ଏହି ହନିଟ୍ରାପ ରାକେଟର ମୁଖ୍ୟ ଶିକାର ଥିଲେ କର୍ଣ୍ଣାଟକ ବିଧାୟକ ରାଘବେନ୍ଦ୍ର ।

ସୂଚନା ଅନୁସାରେ ଏହି ରାକେଟର କାମ ବିଧାୟକଙ୍କୁ ଜାଲରେ ଫସାଇବା । ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଥାନ୍ତି ଏହି ଗ୍ରୁଫ । ଏହି ରାକେଟର ଜଣେ ଯୁବତୀ କିଛି ଦିନ ତଳେ ବିଧାୟକଙ୍କୁ ନିଜ ଜାଲରେ ଫସାଇଥିଲେ । ଏହାସହ ବିଧାୟକଙ୍କୁ ହୋଟଲକୁ ଡକାଇଥିଲେ ସମ୍ପୃକ୍ତ ଯୁବତୀ । ପରେ ସେଠାରେ ଏହି ରାକେଟର ଅନ୍ୟ ଜଣେ ସଦସ୍ୟ ସେହି ସମୟର ଭିଡିଓକୁ ରେକର୍ଡିଂ କରିଥିଲେ । ପରେ ଏହାକୁ ପ୍ରଘଟ କରାଇବା ଭୟ ଦେଖାଇ ବିପୁଳ ପରିମାଣର ଅର୍ଥ ଦାବି କରିଥିଲେ । ପରେ ଏହି ଘଟଣାରେ ବିଧାୟକ ଜଣଙ୍କ ହଇରାଣ ଓ ହତାଶ ହୋଇ ପୋଲିସର ଆଶ୍ରୟ ନେଇଥିଲେ । ଏହାପରେ ସେ ସିସିବି ପୋଲିସ ଷ୍ଟେସନରେ ମାମଲା ଦାଏର କରିଥିଲେ ।

ଏହାପରେ ସିସିବି ପୋଲିସ ଏହି ଘଟଣାର ଛାନଭିନ ଆରମ୍ଭ କରିଥିଲା । ପୋଲିସ ଏହି ରାକେଟର ସମସ୍ତ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ପୋଲିସ ସୂଚନା ଦେଇଛି ଯେ, ଏହି ରାକେଟ ରାଜ୍ୟର 5 ବିଧାୟକଙ୍କୁ ହନିଟ୍ରାପରେ ଫସାଇଛନ୍ତି ।

Intro:Body:

Bengaluru CCB police arrest honey trap gang 

Bengaluru(Karnataka): The CCB police arrested a Honey trap gang in Bengaluru who is targetting the MLA's to make money.

In this group, Raghavendra is the main victim. This group has targetted the MLA's in Karnataka. Recently a girl from this group targetted an MLA and bought him to the lodge. While at the same time the other members were captured video and demanded a huge amount of money. This MLA got into frustration and registered a complaint in a CCB police station.

The CCB police started an investigation on this and arrested the honey trap gang. Later police came to know that, this gang has done the honeytrap of 5 more MLA's in Karnataka 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.