ETV Bharat / bharat

ଅଣାୟତ୍ତ ପଶ୍ଚିମବଙ୍ଗ: ଡାକ୍ତରଙ୍କ ପରେ ରାଜରାସ୍ତାରେ ଟିଚର୍‌ - protest

ଦିଦି ଡାକ୍ତରଙ୍କ ରାଗ ଦିଦିନିଆ ଭାବୁଥିବା ବେଳେ ଏବେ ଏହା ସାରା ଦେଶରେ ବ୍ୟାପିଛି । ସୋମବାର(ଆଜି) ଦେଶବ୍ୟାପୀ ପାଖାପାଖି ୫ ଲକ୍ଷ ଡାକ୍ତର ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଏପରି ସମୟରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ପରେ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ପଶ୍ଚିମବଙ୍ଗ କ୍ରମଶଃ ଆଶାନ୍ତ ହେବାରେ ଲାଗିଛି ।

ଫାଇଲ ଫଟୋ
author img

By

Published : Jun 17, 2019, 3:03 PM IST

କୋଲକାତା: ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଧାରଣା ପରେ ଧର୍ମଘଟ ସାଜି ଉଗ୍ରରୂପ ଧାରଣ କରିଛି । ଦିନକୁ ଦିନ ଦିଦିଙ୍କ ଟେନ୍‌ସନ ବଢୁଛି । ଦିଦି ଡାକ୍ତରଙ୍କ ରାଗ ଦିଦିନିଆ ଭାବୁଥିବା ବେଳେ ଏବେ ଏହା ସାରା ଦେଶରେ ବ୍ୟାପିଛି । ସୋମବାର(ଆଜି) ଦେଶବ୍ୟାପୀ ପାଖାପାଖି ୫ ଲକ୍ଷ ଡାକ୍ତର ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଏପରି ସମୟରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ପରେ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ପଶ୍ଚିମବଙ୍ଗ କ୍ରମଶଃ ଆଶାନ୍ତ ହେବାରେ ଲାଗିଛି ।

ସୂଚନା ଅନୁସାରେ କୋଲକାତା ସଲ୍ଟ ଲେକ୍‌ କ୍ଷେତ୍ର ନିକଟସ୍ଥ ମୟୁଖ ଭବନ ଦ୍ବୀପଠାରେ ଶିକ୍ଷକ ଓ ପୋଲିସଙ୍କ ମଧ୍ୟରେ ହଟ୍ଟଗୋଳ ଓ ମାରପିଟ୍‌ ହେବା ଖବର ସାମ୍ନାକୁ ଆସିଛି । ଏସଏସ୍‌କେ, ଏମ୍‌ଏସ୍‌କେ ଓ ଏଏସ୍‌ ଶିକ୍ଷକମାନେ ସୋମବାର ଶିକ୍ଷାମନ୍ତ୍ରୀଙ୍କୁ ଭେଟିବା ପାଇଁ ବିକାଶ ଭବନ ନିକଟରେ ଏକତ୍ରିତ ହୋଇଥିଲେ । ପୋଲିସ ଶିକ୍ଷକମାନଙ୍କୁ ମୟୁଖ ଭବନ ଦ୍ବୀପକୁ ପ୍ରବେଶ ପାଇଁ ବାରଣ କରିବା ସହ ବାଧା ସୃଷ୍ଟି କରିଥଲେ । ଏହାପରେ ପୋଲିସ ଓ ଶିକ୍ଷକଙ୍କ ଭିତରେ ହୋହ୍ଲାଲା, ମାରପିଟ୍‌ ଓ ହଟ୍ଟଗୋଳ ହୋଇଥିଲା । ଶିକ୍ଷକମାନେ ବ୍ୟାରିକେଡ୍‌ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାର୍ଜ କରିଥିଲା । ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଉପୁଜିଛି ।

ଏଠାରେ ସୂଚନା ଯୋଗ୍ୟ ଯେ ଡାକ୍ତରମାନେ ଆଜି ସକାଳ ୬ଟାରୁ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଏହା ଆଗାମୀ ୨୪ ଘଣ୍ଟା ଯାଏଁ ଜାରି ରହିବ । ଏହାସହ ସୋମବାର ଦ୍ବିପ୍ରହର ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଡାକ୍ତରମାନଙ୍କ ଆଲୋଚନା ହେବ ବୋଲି ସୂଚନା ରହିଛି ।

ସ୍ଲଗ :-  ଗଞ୍ଜାମ ଜିଲ୍ଲାର ଛତ୍ରପୁର ଅଞ୍ଚଳରେ କୋର୍ଟ ହଲ୍ଟ ଗଳାଶଙ୍ଖ ନିର୍ମାଣ  ପାଇଁ ୬ ଘଣ୍ଟା ଧରି ଟ୍ରେନ୍‌ ଚଳାଚଳ ବନ୍ଦ...  
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ ,
ସ୍ଥାନ       :ବ୍ରହ୍ମପୁର,
ତାରିଖ    : ୦୯-୦୬-୧୯. -( ଭିଜୁଆଲ ftp ରେ ଯାଇଛି .)
 (ଆଙ୍କର):-ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଅଞ୍ଚଳରେ ରହିଥିବା ଅତ୍ୟନ୍ତ ପୁରାତନ କୋର୍ଟ ହଲ୍ଟ ନିକଟରେ ଗଳାଶଙ୍ଖ ନିର୍ମାଣ  କରାଯିବା ପାଇଁ ଆଜି ୬ ଘଣ୍ଟା ଧରି ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି । ସ°ନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ସମସ୍ତ ‌ରେଳ ଚଳାଚଳ ବନ୍ଦ କରାଯାଇଛି ବୋଲି ଖୋର୍ଦ୍ଧା ପୂର୍ବତଟ ରେଳ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ଛତ୍ରପୁର କୋର୍ଟ ହଲ୍ଟ ଲେବଲ କ୍ରସିଂଠାରେ ଗଳାଶଙ୍ଖ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଉକ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ     ଦୀର୍ଘ ୬ ଘଣ୍ଟା ଧରି ରେଳଧାରଣା ଉପରେ ଗଳାଶଙ୍ଖ ନିର୍ମାଣ କାର୍ଯ୍ୟ ଜାରିରହିଛି। ରେଳ ବିଭାଗର ଖୋର୍ଦ୍ଧା ଡିଭିଜନ୍ ର କର୍ମକର୍ତ୍ତା ମାନେ  ପହଞ୍ଚି ନିର୍ମାଣ କାମ ତଦାରଖ କରୁଥିବା ବେଳେ ଗଳାଶଙ୍ଖର ଉଭୟ ପାର୍ଶ୍ବରେ  ପକ୍କା ରାସ୍ତା ନିର୍ମାଣ ଯୋଜନା ରହିଛି।  
ପୂର୍ବରୁ ଛତ୍ରପୁର କୋର୍ଟ ହଲ୍ଟ ଲେବଲ କ୍ରସିଂରେ ଦେଖାଦେଉଥିବା ସମସ୍ୟା ସହ ଟ୍ରାଫିକ ସମସ୍ୟା ପୁରଣ ପାଇଁ ଗଳାଶଙ୍ଖ ନିର୍ମାଣ ଦାବି ହୋଇ ଆସୁଥିଲା। ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.