ETV Bharat / bharat

କ୍ୟାବିନେଟ ଦେଲା ମଞ୍ଜୁରୀ: ଭିକ୍ଷାବୃତ୍ତି କରିପାରିବେ ଟ୍ରାନ୍ସଜେଣ୍ଡର - passing of transgender bill in parliament

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏବେ ପୁଣିଥରେ ଭିକ୍ଷାବୃତ୍ତି କରିପାରିବେ ଟ୍ରାନ୍ସଜେଣ୍ଡର। ଏହି ନିୟମକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ପୂର୍ବରୁ ସେମାନଙ୍କୁ ଜରିମାନା ଦେବାକୁ ପଡୁଥିଲ।

ପ୍ରତିକାତ୍ମକ ଫଟୋ
author img

By

Published : Jul 15, 2019, 3:22 PM IST

ନୂଆଦିଲ୍ଲୀ: ଏଣିକି ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ଆଶ୍ବସ୍ଥି । 2019 ପୂର୍ବରୁ ସେମାନଙ୍କ ଉପରେ ଲାଗୁ ହୋଇଥିବା ବିବାଦୀୟ ନିୟମକୁ ହଠାଇ ଦିଆଯାଇଛି । ତୃତୀୟଲିଙ୍ଗୀ ବିଧେୟକ ଅନୁସାରେ ଏହି ନିୟମକୁ ହଟାଯାଇଛି । ପୂର୍ବରୁ ତୃତୀୟଲିଙ୍ଗୀଙ୍କ ଭିକ୍ଷା ମାଗିବା ଅପରାଧ ଥିଲା । ଏବେ ତାହା ଉପରେ ଲାଗୁ ହୋଇଥିବା ସମସ୍ତ ନିୟମ ଉଠିଯାଇଛି । କିଛିଦିନ ତଳେ କେନ୍ଦ୍ରୀୟ କ୍ୟାବିନେଟରେ ଏହାକୁ ମଞ୍ଜୁରୀ ମିଳିଛି । ଏବେ ଏହାକୁ ସଂସଦରେ ଉପସ୍ଥାପନା କରାଯିବ ।

ପୂର୍ବରୁ ତୃତୀୟଲିଙ୍ଗୀଙ୍କୁ ଏହା ପ୍ରମାଣ କରିବାକୁ ହେଉଥିଲା ଯେ ସେମାନଙ୍କ ପାଖରେ ତୃତୀୟଲିଙ୍ଗୀର ପ୍ରମାଣପତ୍ର ଅଛି ନା ନାହିଁ । ବର୍ତ୍ତମାନ ସେହି ନିୟମକୁ ମଧ୍ୟ ହଟାଇ ଦିଆଯାଇଛି । ଏହି ନିୟମକୁ ନେଇ ପୂର୍ବରୁ ବହୁ ଲୋକେ ବିରୋଧ କରୁଥିଲେ। ସୂଚନା ଥାଉକି, ପୂର୍ବ ବିଧେୟକ ନିୟମ ଅନୁସାରେ ଧାରା 8 ସେକ୍ସନ 19 ଅନୁଯାୟୀ କୁହାଯାଇଥିଲା ଯେ ଯଦି କୌଣସି ତୃତୀୟଲିଙ୍ଗୀ ସରକାରୀ ନିର୍ଦ୍ଧାରିତ ଚାକିରି ଛଡା ଭିକ୍ଷା ମାଗିବା କମ୍ବା ଅନ୍ୟଙ୍କ ଦ୍ବାରା ଭିକ୍ଷାବୃତ୍ତି କରାଯାଏ କିମ୍ବା ଅନ୍ୟଙ୍କ ରୋଜଗାର ପାଇଁ କାମ କରିବାକୁ ବାଧ୍ୟ କରେ ତେବେ ସେମାନଙ୍କୁ 6 ମାସ ଜେଲ ଦଣ୍ଡ ହେବ ।

Intro:ରସଗୋଲା ଦିବସBody:ରସଗୋଲା ଦିବସConclusion:ରସଗୋ ଲା ଦିବସ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.