ETV Bharat / bharat

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆସାମରେ ବିସ୍ଫୋରଣ

author img

By

Published : Jan 21, 2020, 11:47 AM IST

ଆସାମର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଥିବା ଚରାଇଦେଓ ଜିଲ୍ଲାରେ ଏକ ବୋମା ବିସ୍ଫୋରଣ ହୋଇଛି। ସାଧାରଣତନ୍ତ୍ର ଦିବସ ପୂର୍ବରୁ ଏଭଳି ଅଘଟଣକୁ ନେଇ ପୋଲିସ ସତର୍କ ହୋଇଉଠିବା ସହ ଏ ଘଟଣାର ତଦନ୍ତ କରୁଛି। ଅଧିକ ପଢନ୍ତୁ...

ସାଧାରଣତନ୍ତ୍ର ଦିବସ ପୂର୍ବରୁ ବିସ୍ଫୋରଣ
ସାଧାରଣତନ୍ତ୍ର ଦିବସ ପୂର୍ବରୁ ବିସ୍ଫୋରଣ

ଗୌହାଟୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆସାମରେ ଅଘଟଣ। ମଙ୍ଗଳବାର ଭୋର ସମୟରେ ରାଜ୍ୟର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଥିବା ଚରାଇଦେଓ ଜିଲ୍ଲାରେ ଏକ ବୋମା ବିସ୍ଫୋରଣ ହୋଇଛି। ଏହା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ଜଣାପଡିନାହିଁ। ଏ ଘଟଣାକୁ ନେଇ ପୋଲିସ ସତର୍କ ହୋଇଉଠିବା ସହ ଏହାର ତଦନ୍ତ କରୁଛି।

Intro:Body:

Charaideu Blast

Charaideu,21 jan- before republic day a bomb blast was held early moring at sonari sapekhati of Charaideu District. A hole forms due to the blast. no one was injured. police keeps on their investigation till now. No one ensure about the blast.    

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.