ETV Bharat / bharat

‘ଇଟିଭି ଭାରତ’ର ସ୍ବତନ୍ତ୍ର ସାକ୍ଷାତକାର: ତୁଷାର ଗାନ୍ଧୀଙ୍କ ମୁହଁରୁ ଗାନ୍ଧୀବାଦ

ତୁଷାର ଗାନ୍ଧୀ, ମହାତ୍ମାଗାନ୍ଧୀଙ୍କ ଅଣନାତି । ‘ଇଟିଭି ଭାରତ’ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରର ଗାନ୍ଧୀବାଦର ପ୍ରତିଟି ଦିଗ ଉପରେ ମତ ରଖିଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 22, 2019, 11:05 PM IST

ମୁମ୍ବାଇ: ଆସନ୍ତା ଅକ୍ଟୋବର 2ରେ ସାରା ଦେଶ ପାଳିବ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ । ଦେଶବାସୀ ବାପୁଙ୍କ ବଳିଦାନ ଓ ସ୍ବାଧିନ ଭାରତରେ ତାଙ୍କ ଅବଦାନର ସ୍ମୃତିଚାରଣ କରିବେ । ଏହି ଉପଲକ୍ଷେ ‘ଇଟିଭି ଭାରତ’ ପକ୍ଷରୁ ବାପୁଙ୍କ ଅଣନାତି ତୁଷାର ଗାନ୍ଧୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ।

ଶକ୍ତି ଶାରିରୀକ କ୍ଷମତାରୁ ଆସିନଥାଏ, ଏହା ଅଦମ୍ୟ ଇଚ୍ଛା ଶକ୍ତିରୁ ଆସିଥାଏ ।
ତୁଷାରଙ୍କ ମୁହଁରୁ

ତୁଷାର ଗାନ୍ଧୀ କହିଛନ୍ତି, ଗାନ୍ଧୀବାଦ ବିଚାରଧାରା ବାସ୍ତବରେ ଗ୍ରହଣଯୋଗ୍ୟ । ଏବଂ ବାପୁ ମଧ୍ୟ ପ୍ରଚଳିତ ଅସହିଷ୍ଣୁତା ବିରୋଧରେ ତତ୍‌କ୍ଷଣାତ ନିଷ୍ପତ୍ତି ନେଇଥାନ୍ତେ ।

ତୁଷାରଙ୍କ ମୁହଁରୁ

‘ ଗାନ୍ଧୀବାଦ ବିଚାରଧାରା ସ୍ଥାୟୀ ଏବଂ ବିଶ୍ବବ୍ୟାପୀ ଗ୍ରହଣୀୟ’

ଗାନ୍ଧୀବାଦ ମାନବ ଜାତି ଦ୍ବାରା ସନ୍ଧାନ କରାଯାଇଥିବା ସର୍ବାଧିକ ସ୍ଥାୟୀ ବିଚାରଧାରା ମଧ୍ୟରୁ ଗୋଟିଏ । ଏ ନେଇ ଗାନ୍ଧୀବାଦର ଭବିଷ୍ୟତ ବିଷୟର ସୂଚନା ଦେଇ ମହାତ୍ମା ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ତାଙ୍କର ଅଣନାତି କହିଛନ୍ତି ।

ତୁଷାରଙ୍କ ମୁହଁରୁ

ଏହା ସହ ସେ ଜଣାଇଛନ୍ତି ଯେ, ‘ଆମର ଅସ୍ଥିର ଜୀବନ ଶୈଳୀର ପ୍ରଭାବ ଦେଖିବାକୁ ଗଲେ ଗାନ୍ଧୀବାଦ ବିଚାରଧାରା ବ୍ୟତିତ ଅନ୍ୟ କୌଣସି ବିକଳ୍ପ ରହିନଥିବ । ଯାହାକି ବର୍ତ୍ତମାନର ସ୍ଥିତିକୁ ପ୍ରମାଣିତ କରିଛି ।’

ତୁଷାରଙ୍କ ମୁହଁରୁ

ଗାନ୍ଧିବାଦ ବିଚାର ଆଧୁନିକ ସମୟର ସନ୍ଧାନ ନୁହେଁ, କାରଣ ବିଚାରର ଚତୁର୍ଦିଗର ଆଦର୍ଶ ଉପରେ ଆଧାରିତ । ଯାହା ସଭ୍ୟତା ଓ ସମାଜ ଗଠନର ମୁଖ୍ୟ କାରଣ ହୋଇଥାଏ ।

ଆଜିର ସାର୍ବଜନୀନ ଜୀବନକୁ ଅତ୍ୟନ୍ତ ଅସିହିଷ୍ଣୁ ଓ ହିଂସାତ୍ମକ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ସ୍ଥିତିର ଉତ୍ତର ରଖିବାକୁ ଲମ୍ବା ସମୟ ଧରି ଅପେକ୍ଷା କରିନାହାନ୍ତି ।

ସେ ପୁଣି କହିଛନ୍ତି, ଗାନ୍ଧୀବାଦ ବିଚାରଧାରାର ଏକ ଆକର୍ଷଣ ରହିଛି ।

ତୁଷାରଙ୍କ ମୁହଁରୁ

‘ସ୍ବଚ୍ଛ ଭାରତ ଆଂଶିକ ଗାନ୍ଧୀବାଦ ବିଚାରଧାରର ଅଂଶବିଶେଷ ’

ତୁଷାରଙ୍କ ମୁହଁରୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ମିଶନ ସ୍ବଚ୍ଛ ଭାରତ ଅଭିଯାନ ଗାନ୍ଧୀବାଦ ବିଚାରଧାରର ଏକ ଆହ୍ବାନ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.