ETV Bharat / bharat

ଅଯୋଧ୍ୟା ମାମଲା: ଅଗଷ୍ଟ 2ରେ ଶୁଣାଣି ନେଇ ପରବର୍ତ୍ତୀ ନିଷ୍ପତ୍ତି

author img

By

Published : Jul 18, 2019, 12:04 PM IST

ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲେ ମଧ୍ୟସ୍ଥତା ପ୍ୟାନେଲ । ଅଗଷ୍ଟ 2ରେ ମାମଲାର ଶୁଣାଣି ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲା । ମାମଲାର ଶୁଣାଣି ନେଇ ଅଗଷ୍ଟ 2ରେ ହେବ ନିଷ୍ପତ୍ତି । ଆଜି କୋର୍ଟରେ ରିପୋର୍ଟ ଦାଖଲ କରିଛି ମଧ୍ୟସ୍ଥତା କମିଟି । ତେବେ ମଧ୍ୟସ୍ଥତା କମିଟି ଯେଉଁ ରିପୋର୍ଟ ଦେଇଛି, ତାହା ଗୋପନ ରହିବ ।

ଭିଡିଓ ସୌଜନ୍ୟ: ଏଏନଆଇ

ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏବେ ମଧ୍ୟସ୍ଥତା ଚାଲୁ ରହିବ । ମଧ୍ୟସ୍ଥତା କମିଟିକୁ ୩୧ ଜୁଲାଇ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଅଗଷ୍ଟ 2 ତାରିଖ ଅପରାହ୍ନ 2ଟାରେ ପରବର୍ତ୍ତୀ ଶୁଣାଣି କରାଯିବ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ 5ଜଣିଆ ଖଣ୍ଡପୀଠ ଏହି ମାମଲାରୁ ଶୁଣାଣି କରୁଛନ୍ତି ।

Intro:Body:

asc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.