ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ 51 ହଜାର ସ୍ବତନ୍ତ୍ର ଇଟା ଦାନ

ଉତ୍ତରପ୍ରଦେଶର ରସୁଲାବାଦରେ ସନ୍ଦୀପ ବର୍ମା ନାମକ ଜଣେ ଇଟାଭାଟି ମାଲିକ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ 51 ହଜାର ସ୍ୱତନ୍ତ୍ର ଇଟା ପ୍ରଦାନ କରୁଛନ୍ତି।

ଫଟୋ ସୌଜନ୍ୟ:ଏଏନଆଇ
author img

By

Published : Nov 25, 2019, 11:56 AM IST

ଲକ୍ଷ୍ନୌ: ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ରାମ ମନ୍ଦିର । ଏଥିପାଇଁ ଉତ୍ତରପ୍ରଦେଶର ରସୁଲାବାଦରେ ସନ୍ଦୀପ ବର୍ମା ନାମକ ଜଣେ ଇଟାଭାଟି ମାଲିକ 51 ହଜାର ଇଟା ତିଆରି କରୁଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ:ଏଏନଆଇ

ବହୁଚର୍ଚ୍ଚିତ ଅଯୋଧ୍ୟାର ମାମଲାର ରାୟ ଆସିବା ପରେ ଇଟାଭାଟି ମାଲିକ ତୁରନ୍ତ ରାମ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଇଟା ଦାନ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଇଟା ନିର୍ମାଣ କାର୍ଯ୍ୟରେ 106 ଜଣ ଶ୍ରମିକ ଲାଗିଛନ୍ତି । ଏହାସହିତ ଇଟାର ଶୁଦ୍ଧତା ଜାଣିବା ପାଇଁ ସେମାନେ ଭାଟି ଭିତରକୁ ଚପଲ ପିନ୍ଧି ଯାଉନାହାଁନ୍ତି । ଏହି ଇଟା ଡୋମନାଥ ମାଟିରେ ନିର୍ମାଣ ହେଉଛି । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଇଟା ନିର୍ମାଣ କାମ ଶେଷ ହେବ ବୋଲି ମାଲିକ ସନ୍ଦୀପ ବର୍ମା ଜଣାଇଛନ୍ତି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.