ETV Bharat / bharat

ପରୀକ୍ଷା ପାଇଁ 144 ଧାରା ଲାଗୁ - ପରୀକ୍ଷା ପାଇଁ 144 ଧାରା

ଶନିବାର ଠୁ ଆରମ୍ଭ ହୋଇଛି ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା । ପରୀକ୍ଷା ପାଇଁ 2 ମାସ ଧରି ଲାଗୁ ରହିବ 144 ଧାରା । ଅଧିକ ପଢନ୍ତୁ..

ପରୀକ୍ଷା ପାଇଁ 144 ଧାରା ଲାଗୁ
ପରୀକ୍ଷା ପାଇଁ 144 ଧାରା ଲାଗୁ
author img

By

Published : Feb 16, 2020, 11:53 AM IST

ଲକ୍ଷ୍ମୌ: ଚାଲିଛି ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା । ଶନିବାର ପରୀକ୍ଷା ଆରମ୍ଭ ହୋଇଥିବାବେଳେ, ଆସନ୍ତାକାଲି ପରୀକ୍ଷାର ଦ୍ବିତୀୟ ଦିନ । ସେପଟେ ପରୀକ୍ଷାକୁ ନଜରରେ ରଖି 2 ମାସ ଧରି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ଲାଗୁ ରହିବ 144 ।

ପରୀକ୍ଷାକୁ ନେଇ ଯେପରି ପରୀକ୍ଷାର୍ଥୀ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ଓ କିଭଳି ଶାନ୍ତି ଶୃଙ୍ଖଳା ହେବ ସେନେଇ ଗତକାଲି ଏଭଳି ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଲୋଡିଛି। ଏନେଇ ଆଇଏଏନଏସ ନ୍ୟୁଜ ଏଜେନ୍ସିକୁ ଜଣାଇଛନ୍ତି ନୋଏଡାର ଡେପୁଟି ପୋଲିସ କମିଶନର । ବିଭାଗୀୟ ଅଧିକାରୀଙ୍କ ନିକଟରେ ସେହି ଅଧିକାର ରହିଛି, ସେମାନେ ଭବିଷ୍ୟତରେ କୌଣସି ପ୍ରକାରର ପରିବର୍ତ୍ତନ ଆଣିପାରିବେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.