ETV Bharat / bharat

ପଦ ଛାଡନି ରାହୁଲ, ଏସିସି ପାସ କଲା ସଙ୍କଳ୍ପ ପତ୍ର

author img

By

Published : May 30, 2019, 1:11 PM IST

ରାହୁଲ ଅଧ୍ୟକ୍ଷ ପଦ ନଛାଡିବା ପାଇଁ ସଙ୍କଳ୍ପ ପତ୍ର ପାସ୍ କଲା ଆସାମ କଂଗ୍ରେସ କମିଟି ।

ଫଟୋ ସୌଜନ୍ୟ: ଏଏନଆଇ

ଦିଶପୁର: ରାହୁଲଙ୍କୁ ମନାଇବା ପାଇଁ ଆସାମ କଂଗ୍ରେସ କମିଟି(ଏସିସି)ର ଉଦ୍ୟମ । ପଦ ନଛାଡିବା ନେଇ ଏକ ସଙ୍କଳ୍ପ ପତ୍ର ପାସ କରିଛି ଆସାମ କଂଗ୍ରେସ । ରାହୁଲ ହିଁ କଂଗ୍ରେସର ମଙ୍ଗ ଧରନ୍ତୁ ବୋଲି ଅନୁରୋଧ କରିଛି ଏସିସି ।

2019 ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଇସ୍ତଫା ଜିଦରେ ଅଟଳ ଅଛନ୍ତି ରାହୁଲ ଗାନ୍ଧୀ । CWC ପାଖରେ ଇସ୍ତଫା ପତ୍ର ମଧ୍ୟ ଦେଇଛନ୍ତି । ଅନ୍ୟପଟେ ରାହୁଲଙ୍କ ଇସ୍ତଫାକୁ ଗ୍ରହଣ କରୁନାହିଁ CWC । ଦଳର ବରିଷ୍ଠ ନେତା ରାହୁଲଙ୍କୁ ମନାଇବା ପାଇଁ ଉଦ୍ୟମ କରୁଛନ୍ତି । ଠିକ ଏହି ସମୟରେ ଏକ ସଙ୍କଳ୍ପ ପତ୍ର ପାସ କରି ରାହୁଲଙ୍କୁ ମନାଇବା ପାଇଁ ଉଦ୍ୟମ କରିଛି ଆସାମ କଂଗ୍ରେସ ।

କହିରଖୁଛୁ, ଆସାମରେ ଥିବା 14 ଲୋକସଭା ଆସନ ମଧ୍ୟରୁ ଏଥର ବିଜେପି ଖାତାକୁ ଯାଇଛି ସର୍ବାଧିକ 9ଆସନ । କଂଗ୍ରେସ 3 ଆସନରେ ବିଜୟୀ ହୋଇଥିବାବେଳେ ଅନ୍ୟାନ୍ୟ 2 ଆସନ ନେଇଛନ୍ତି ।

ଅନ୍ୟପଟେ ମାସେ ପର୍ଯ୍ୟନ୍ତ ଟିଭି ଡିବେଟକୁ ବଏକଟ୍ କରିଛି କଂଗ୍ରେସ । ଏନେଇ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସିଂ ସୁର୍ଜେୱାଲା ଟ୍ବିଟ କରି ସୂଚନା ଦେଇଛନ୍ତି । ସମାଲୋଚନାର ବର୍ତ୍ତିବା ପାଇଁ ଦଳ ଏପ୍ରକାର ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.