ETV Bharat / bharat

ସେନା ଗାଡି ଓଲଟି ଦୁଇ ଯବାନ ମୃତ, 3 ଗୁରୁତର

ଆସାମର ସୋନିତପୁର ଜିଲ୍ଲାର ନକରାହଲା ଠାରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ସେନା ଗାଡି ଓଲଟି ଯିବା ଫଳରେ ଘଟଣାସ୍ଥଳରେ 2ଜଣ ଯବାନ ପ୍ରାଣ ହରାଇଛନ୍ତି । ଏହାସହ 3ଜଣ ଯବାନ ଗୁରୁତର ଭାବରେ ଆହତ ହୋଇଛନ୍ତି ।

author img

By

Published : Jun 4, 2019, 7:55 PM IST

ଫଟୋ ସୌଜନ୍ୟ: ଇିଟିଭି ଭାରତ, ଆସମ

ଗୌହାଟୀ: ଆସାମର ସୋନିତପୁର ଜିଲ୍ଲାର ନକରାହଲା ଠାରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ସେନା ଗାଡି ଓଲଟି ଯିବା ଫଳରେ ଘଟଣାସ୍ଥଳରେ 2ଜଣ ଯବାନ ପ୍ରାଣ ହରାଇଛନ୍ତି । ଏହାସହ 3ଜଣ ଯବାନ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ତେଜପୁର ଆର୍ମି ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ଇିଟିଭି ଭାରତ, ଆସମ

ସୂଚନା ଅନୁସାରେ 77-ମାଉଣ୍ଟେନ ବ୍ରିଗେଡ୍‌ ଯବାନଙ୍କୁ ନେଇ ଯାଉଥିବା ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁଇ ଯବାନ ଧ୍ୟାନ ସିଂହ ଓ ନସିର ଅହମଦ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଦୁଇ ଯବାନ ଜମ୍ମୁ-କାଶ୍ମୀର ବାସିନ୍ଦା ବୋଲି ଜଣାପଡିଛି । ଯବାନ ଇଦ୍‌ ପାଳନ ପାଇଁ ଯାଉଥିବା ସୂଚନା ରହିଛି ।

Intro:Body:

dfsd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.