ETV Bharat / bharat

ଛାତ୍ରୀ ହତ୍ୟା ମାମଲା, ଆଶାରାମଙ୍କୁ କ୍ଲିନଚିଟ୍ - କମିଶନ ଦେଲେ କ୍ଲିନଚିଟ୍

ବାପ-ପୁଅଙ୍କୁ କମିଶନ ଦେଲେ କ୍ଲିନଚିଟ୍ । ଛାତ୍ରୀ ହତ୍ଯା ମାମଲାରେ ଆଶାରାମ ବାପୁ ଓ ଲାରାୟଣ ସାଇଙ୍କୁ ଡ଼ି.କେ ତ୍ରିଭେଦୀ କମିଶନ କ୍ଲିନଚିଟ ଦୋଇଛନ୍ତି ।

ଫାଇଲ ଫଟୋ
author img

By

Published : Jul 26, 2019, 10:01 PM IST

ଅହମ୍ମଦାବାଦ: ଆଶାରାମ ବାପୁ ଓ ପୁଅ ନାରାୟଣ ସାଇକୁ କମିଶନ ଦେଲେ କ୍ଲିନଚିଟ୍ । ଆଶାରାମଙ୍କ ଗୁରୁକୁଳରେ ଦୁଇ ଛାତ୍ରୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ ବାପା ଓ ପୁଅ ।

2008 ମସିହାରେ ଘଟିଥିଲା ଏହି ନାରକୀୟ କାଣ୍ଡ । ମାମଲାର ତଦନ୍ତ ପାଇଁ ଗଠନ ହୋଇଥିଲା ଡ଼ି.କେ ତ୍ରିଭେଦୀ କମିଶନ । କିନ୍ତୁ ଶୁକ୍ରବାର ରିପୋର୍ଟରେ କମିଶନ ଆଶାରାମ ଓ ନାରାୟଣଙ୍କୁ କ୍ଲିନଚିଟ ଦେଇଛନ୍ତି ।

Intro:Body:

prabhudatta

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.