ETV Bharat / bharat

ଦିଲ୍ଲୀରେ ଆଗୁଆ ଆପ୍, ମଧ୍ୟପ୍ରଦେଶରେ କେଜ୍ରିୱାଲଙ୍କ କ୍ରେଜ - ମଧ୍ୟ ପ୍ରଦେଶରେ ଆପ୍‌ ଇଫେକ୍ଟ

ଦିଲ୍ଲୀରେ ଚାଲିଛି ଭୋଟ ଗଣତି । ଏଥିରେ ଆଗୁଆ ରହିଛି ଆପ୍ । ଏହାର ପ୍ରଭାବ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଏବେଠୁ ବିଭିନ୍ନ ଦୋକାନ ବଜାର ଆପ୍‌ ବ୍ୟାନରରେ ଛାଇଗଲାଣି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Madhya Pradesh
ଦିଲ୍ଲୀରେ ଆଗୁଆ ଆପ୍, ମଧ୍ୟ ପ୍ରଦେଶରେ ଇଫେକ୍ଟ
author img

By

Published : Feb 11, 2020, 2:15 PM IST

ଇନ୍ଦୋର: ଆଉ କିଛି ଘଣ୍ଟାର ଅପେକ୍ଷା ଆସିବ ଦିଲ୍ଲୀ ନିର୍ବାଚନର ଜନାଦେଶ । ଜନାଦେଶ କାହା ସପକ୍ଷରେ ଯିବ ତାହାକୁ ସମସ୍ତଙ୍କ ଅପେକ୍ଷା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କ୍ରେଜିୱାଲ ନିଜ ପଦ ବଜାୟ ରଖିବେ ନାହିଁ, ବିଜେପି କିମ୍ବା କଂଗ୍ରେସକୁ ମିଳିବ ଜନମତ । ଏଭଳି ତମାମ ପ୍ରଶ୍ନ ଲୋକଙ୍କୁ ଘାରିଥିବା ବେଳେ ମଧ୍ୟପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି ଆମ ଆଦମି ପାର୍ଟିର ଇଫେକ୍ଟ ।

ଦିଲ୍ଲୀରେ ଆଗୁଆ ଆପ୍, ମଧ୍ୟ ପ୍ରଦେଶରେ ଇଫେକ୍ଟ

ଯେଉଁଠି ଦିନେ ଦଳର ବ୍ୟାନର କିମ୍ବା ପତକା ପାଇଁ ଲୋକେ ହଇରାଣ ହେଉଥିଲେ ସେଠି ଏବେ ଅନ୍ୟାନ ଦଳର ବ୍ୟାନର ଭଳି ଆପ୍‌ର ବି ପୋଷ୍ଟର ବ୍ୟାନର ଉପଲବ୍ଧ ହେଉଛି । ଏବେ ଦିଲ୍ଲୀରେ ଭୋଟ ଗଣନା ଚାଲିଥିବା ବେଳେ ଆପ୍ ଅନେକ ବିଧାନସଭା ଆସନରେ ଆଗୁଆ ରହିଛି । ଯାହାକୁ ନେଇ ମଧ୍ୟପ୍ରଦେଶର ଇନ୍ଦୋରର ବିଭିନ୍ନ ଦୋକାନରେ ଆପ୍‌ର ପୋଷ୍ଟର ବ୍ୟାନର ବିକ୍ରି ହେବା ଆରମ୍ଭ ହେଇଗଲାଣି । ଆଗକୁ ମଧ୍ୟ ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେଠୁ ଦୋକାନ ବଜାରରେ ସଜେଇ ହୋଇଗଲାଣି ଆପ୍‌ର ପତକା । ଆଗକୁ ବର୍ଷସାରା ଆପ୍‌ର ସାମଗ୍ରୀ ବିକ୍ରି ହେବ ବୋଲି କହିଛନ୍ତି ଦୋକାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:इंदौर, मध्यप्रदेश में अपनी राजनीतिक जमीन तलाश रही आम आदमी पार्टी की दिल्ली में दूसरी बार सरकार बनने से पहले ही इंदौर का प्रचार सामग्री बाजार सक्रिय हो गया है यहां जिन दुकानों पर अब तक भाजपा और कांग्रेस के झंडे बैनर और प्रचार सामग्री बिकती थी वहां अब अरविंद केजरीवाल और आम आदमी पार्टी की प्रचार सामग्री साल भर बिकने के लिए उपलब्ध रह सकेगी आज दिल्ली में चुनाव परिणाम आते ही इंदौर में प्रचार सामग्री की पारंपरिक दुकानों पर अरविंद केजरीवाल और आम आदमी पार्टी के झंडे बैनर सज गए हैं

Body:दरअसल हर चुनाव में प्रदेश को चुनाव सामग्री की सप्लाई करने वाला इंदौर का प्रचार सामग्री बाजार अब अरविंद केजरीवाल और आम आदमी पार्टी की प्रचार सामग्री को भी खासी तरजीह देता नजर आ रहा है अब तक बाजार में ढूंढने से भी नहीं मिलने वाली आम आदमी पार्टी की टोपियां झंडे और केजरीवाल के फोटो आज दिल्ली के चुनाव परिणाम आते ही दुकानों पर सजी है दरअसल इसे लेकर दुकानदारों का मानना है कि मध्य प्रदेश के विधानसभा और लोकसभा चुनाव में भले आम आदमी पार्टी की प्रचार सामग्री नहीं बिकी हो लेकिन अब बिहार के बाद मध्यप्रदेश में फिर नगरी निकाय और पंचायतों के चुनाव होने हैं ऐसे में आम आदमी पार्टी क्योंकि मध्यप्रदेश में सक्रिय हो सकती है लिहाजा यहां भारतीय जनता पार्टी और कांग्रेस की प्रचार सामग्री के साथ आम आदमी पार्टी और अरविंद केजरीवाल की प्रचार सामग्री की की भी बिक्री होगी

Siddhartha machhiwal etv bharat indore

Conclusion:बाइट अभिषेक पहाड़िया प्रचार सामग्री व्यापारी इंदौर
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.