ETV Bharat / bharat

କାଲି ହେବ ଜେଟଲୀଙ୍କ ଅନ୍ତିମ ସଂସ୍କାର - ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର

ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଦେହାନ୍ତ ଘଟିଛି । ରବିବାର ଅପରାହ୍ନରେ ଦିଲ୍ଲୀ ସ୍ଥିତ ନିଗମବୋଧ ଘାଟରେ  ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ଫାଇଲ ଫଟୋ
author img

By

Published : Aug 24, 2019, 6:28 PM IST

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ନିଧନ ଘଟିଛି । ଦିଲ୍ଲୀ ସ୍ଥିତ ଏମ୍ସରେ ଶନିବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଜେଟଲୀ । ଜେଟଲୀଙ୍କ ପାର୍ଥିବ ଶରୀରକୁ ଏମ୍ସରୁ 44 କୈଳାସ କଲୋନୀ ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଛି । ତାଙ୍କ ଶେଷ ଦର୍ଶନ ପାଇଁ ସେଠାରେ ନେତାଙ୍କ ଭିଡ ଜମୁଛି ।

ଜେଟଲୀଙ୍କ ପାର୍ଥିବ ଶରୀରକୁ ରବିବାର ସକାଳ ୧୦ ରେ ବିଜେପି କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ଏହାପରେ ରବିବାର ଅପରାହ୍ନରେ ଦିଲ୍ଲୀ ସ୍ଥିତ ନିଗମବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ବିଜେପିର ବରିଷ୍ଠ ନେତା ଜେଟଲୀ ଆଜି ମଧ୍ୟାହ୍ନ ୧୨ଟା 7 ମିନିଟରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ନିଃଶ୍ଵାସ ନେବାରେ ଯନ୍ତ୍ରଣା ହେବାରୁ ତାଙ୍କୁ ଅଗଷ୍ଟ 9ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.