ETV Bharat / bharat

ନ୍ୟାୟ ପ୍ରକ୍ରିୟା ତ୍ବରାନ୍ବିତ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଆବଶ୍ୟକ: ମୁଖ୍ୟ ବିଚାରପତି - 19ତମ ଦ୍ବିବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ବେଙ୍ଗାଲୁର

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଳମ୍ବକୁ ନେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (AI) ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

artificial-intiligencies-needed-to-avoid-delayed-justice-says-chief-justice-sarad-aravinda-babde
ଫାଇଲ ଫଟୋ
author img

By

Published : Jan 12, 2020, 10:54 AM IST

ବେଙ୍ଗାଲୁରୁ: ନ୍ୟାୟ ପ୍ରଦାନ କରିବା ପ୍ରକ୍ରିୟା ଦିନକୁ ଦିନ ବିଳମ୍ବ ହେବାରେ ଲାଗିଛି । ଏହାକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେ । ନ୍ୟାୟ ପ୍ରଦାନରେ ବିଳମ୍ବ ପ୍ରକ୍ରିୟାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (AI) ଆବଶ୍ୟକତା ରହିଛି ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।

ବେଙ୍ଗାଲୁରରେ ମୁଖ୍ୟବିଚାରପତି ବୋବଡେ ବିଚାରପତି ମାନଙ୍କର 19ତମ ଦ୍ବିବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେବା ଅବସରରେ ଏହା କହିଛନ୍ତି । ପ୍ରତ୍ୟେକ ବ୍ୟକ୍ତିକୁ ନ୍ୟାୟ ପ୍ରକ୍ରିୟାରେ ସୁନିଶ୍ଚିତ କରିବା ପାଇଁ ପଡିବ ଯେ ନ୍ୟାୟ ପ୍ରଦାନରେ ଯେପରି ବିଳମ୍ବ ନ ହୁଏ । ଏହା ଦ୍ବାରା କୌଣସି ବ୍ୟକ୍ତି ଆଇନକୁ ନିଜ ହାତକୁ ନେଇ ପାରିବନାହିଁ ।

ଆମ ପାଖରେ ଅଦାଲତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଆର୍ଟିଫେସିଆଲ ଇଣ୍ଟଲିଜେନ୍ସି (AI ) ବିକଶିତ କରବା ସମ୍ଭାବନା ରହିଛି । ବର୍ତ୍ତମାନ ଏହାର କାର୍ଯ୍ୟକାରିତା ଉପରେ ନୀରିକ୍ଷଣ ଚାଲିଛି । ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଥିବା ଯୋଗୁଁ ବର୍ଷ ବର୍ଷ ଧରି ମାମଲା ଗୁଡିକ ଶ୍ରୀଘ୍ର ଫଇସଲା ହୋଇପାରୁନାହିଁ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.