ETV Bharat / bharat

2500 ପ୍ରବାସୀ ଶ୍ରମିକଙ୍କ ପାଇଁ ଗୋଆ ସରକାର କଲେ ଖାଦ୍ୟ ଓ ରହଣୀ ସୁବିଧା - lockdown

ଗୋଆରେ ପ୍ରବାସୀ ଶ୍ରମିକ ଓ ଗାଁ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇ ଦେଉଛନ୍ତି ଗୋଆ ସରକାର । ଅଧିକ ପଢନ୍ତୁ...

migrant workers
'25 ଶହ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ଏବଂ ଆଶ୍ରୟସ୍ଥଳ ପାଇଁ ହୋଇଛି ବ୍ୟବସ୍ଥା'
author img

By

Published : Mar 29, 2020, 7:21 AM IST

ପାନାଜୀ: ଲକଡାଉନ ପାଇଁ ଚାରିଆଡେ ଖାଦ୍ୟାଭାବ ଦେଖାଦେଇଛି । ଆଉ ଏହାର ମୁକାବିଲା କରିବାପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି ସରକାର । ଆଉ ଗୋଆରେ ମଧ୍ୟ ଏନେଇ ଲୋକଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାନେଇ ସରାକାର ଅଣ୍ଟା ଭିଡିଛନ୍ତି ।

ରାଜ୍ୟରେ ପ୍ରାୟ 2500 ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ଏବଂ ଆଶ୍ରୟସ୍ଥଳ ବ୍ୟବସ୍ଥା କରିଛନ୍ତି ଗୋଆ ସରକାର । ଗାଁରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ଖାଦ୍ୟ ନାହିଁ । ସେମାନେ ଡେପୁଟି କଲେକ୍ଟରମାନଙ୍କ ସହିତ ପଞ୍ଜୀକୃତ କରାଇ ଏହି ସୁବିଧା ପାଇପାରିବେ । ଏହାସହ ପ୍ରତ୍ୟେକ ଜିଲ୍ଲାରେ ଶିବିର ସୃଷ୍ଟି କରିଥିବା ସୂଚନା ଦେଇଛନ୍ତି ଗୋଆ ସିଏମ୍ ପ୍ରମୋଦ ସାୱନ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.