ETV Bharat / bharat

ଦିଲ୍ଲୀରେ ଭାରତର ସବୁଠୁ ବଡ କ୍ୱାରେଣ୍ଟାଇନ୍ କେନ୍ଦ୍ର - Army Doctors Take Over One Of India's Largest Quarantine Facilities

ଦିଲ୍ଲୀରେ ଭାରତର ସବୁଠୁ ବଡ କ୍ୱାରେଣ୍ଟାଇନ୍ କେନ୍ଦ୍ର। ପରିଚାଳନା କରୁଛନ୍ତି ଆର୍ମି ଡାକ୍ତର । ଅଧିକ ପଢନ୍ତୁ...

Army Doctors Take Over One Of India's  Largest Quarantine Facilities
ଦିଲ୍ଲୀରେ ଭାରତର ସବୁଠୁ ବଡ କ୍ୱାରେଣ୍ଟାଇନ୍ କେନ୍ଦ୍ର
author img

By

Published : Apr 19, 2020, 7:17 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ହେଲା ଦେଶର ସର୍ବବୃହତ କ୍ବାରେଣ୍ଟାଇନ କେନ୍ଦ୍ର। ଏଠାରେ ସେନା ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କ 40 ଜଣିଆ ଟିମଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କ ଭିତରୁ 6 ଜଣ ଡାକ୍ତରୀ ଅଧିକାରୀ ଏବଂ 18 ଜଣ ପାରାମେଡିକାଲ ଷ୍ଟାଫ ରହିଛନ୍ତି । ସେମାନେ ଉତ୍ତର-ପଶ୍ଚିମ ଦିଲ୍ଲୀର ନରେଲାରେ ସକାଳ 8 ରୁ 8 ଟା ପର୍ଯ୍ୟନ୍ତ ଆଇସୋଲେସନ ୱାର୍ଡ ପରିଚାଳନା କରୁଛନ୍ତି ।

ଆଇସୋଲେସନ ୱାର୍ଡରେ ଥିବା ଲୋକମାନଙ୍କ ମଧ୍ୟରୁ 932 ଜଣ ଦକ୍ଷିଣ ଦିଲ୍ଲୀର ନିଜାମମୁଦ୍ଦିନରେ ତବଲିଗି ଜମାତରେ ସାମିଲ ଥିଲେ । କ୍ବାରେଣ୍ଟାଇନରେ ଥିବା ଲୋକଙ୍କ ଚିକିତ୍ସା କରୁଛନ୍ତି ଏହି ଡାକ୍ତରୀ ଦଳ ।

ସମଗ୍ର ଦେଶରେ 16,365 ରୁ ଅଧିକ କୋଭିଡ-19 ଆକ୍ରାନ୍ତ ହେଲେଣି । ସେମାନଙ୍କ ମଧ୍ୟରୁ 4,000 ରୁ ଅଧିକ ନିଜାମୁଦ୍ଦିନ ସହ ସଂଯୁକ୍ତ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । କୋରୋନା ଭାଇରସ କାରଣରୁ ଦେଶରେ ଅତି କମରେ 521 ଲୋକଙ୍କର ପ୍ରାଣ ନେଲାଣି ।

For All Latest Updates

TAGGED:

coronavirus
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.