ETV Bharat / bharat

ବଦ୍ରୀନାଥଙ୍କ ଶରଣରେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ - Bipin Rawat at Badrinath

କେଦାରନାଥ ପରେ ବଦ୍ରୀନାଥ ଯାଇ ପୂଜାର୍ଚ୍ଚନା କରିଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ। ଏବେ ଗଙ୍ଗୋତ୍ରୀ ଧାମ ଦର୍ଶନରେ ଯିବେ ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Sep 19, 2019, 12:57 PM IST

Updated : Sep 19, 2019, 2:49 PM IST

ଡେରାଡୁନ: ଭାରତୀୟ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ ଗୁରୁବାର ସକାଳେ ବଦ୍ରୀନାଥ ଧାମ ଯାଇ ବାବା ବଦ୍ରୀନାଥଙ୍କ ଦର୍ଶନ କରିଛନ୍ତି। ସେ ସକାଳ 8ଟା 20ରେ ଆର୍ମି ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ସକାଳ 9ଟା 5ରେ ପରିବାର ସହ ଯାଇ ବଦ୍ରୀନାଥରେ ବିଶେଷ ପୂଜାର୍ଚ୍ଚନା କରିଛନ୍ତି।

ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରାଓ୍ବତ ହେଲିପ୍ୟାଡରେ ପହଞ୍ଚିବା ପରେ ପତ୍ନୀ ଓ ଝିଅ ସହ ଗଙ୍ଗୋତ୍ରୀ ଧାମ ଦର୍ଶନରେ ଯିବେ । ସେନା ମୁଖ ନିଜ ପରିବାର ସହ ହର୍ଷିଲରେ ରାତ୍ରୀ ଯାପନ କରିବା ନେଇ ଜଣାପଡିଛି । ତାଙ୍କର ଗସ୍ତକୁ ଦୃଷ୍ଟିରେ ରଖି ଧାମରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଦ୍ରୀନାଥ ପୂର୍ବରୁ ସେନା ପ୍ରମୁଖ କେଦାରନାଥ ଯାଇ ଦେଢ ଘଣ୍ଟା ବାବାଙ୍କ ପୂଜାର୍ଚ୍ଚନା କରିଥିଲେ ।

Intro:Body:

BLANK

Conclusion:
Last Updated : Sep 19, 2019, 2:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.