ETV Bharat / bharat

ୱାର୍କ ଫ୍ରମ ହୋମରେ ମୋଟା ହେଉଛନ୍ତି କି, ଆପଣାନ୍ତୁ ଏହି ଉପାୟ - ୱାର୍କ ଫ୍ରମ ହୋମରେ ମୋଟା ହେଉଛନ୍ତି କି

ବର୍ତ୍ତମାନ ସ୍ଥିତିରେ ପ୍ରାୟ ସମସ୍ତେ ୱାର୍କ ଫର୍ମ ହୋମ କରୁଛନ୍ତି । ଆପଣ ୱାର୍କ ଫ୍ରମ ହୋମରେ ମୋଟା ହେଉଛନ୍ତି କି, ତେବେ ଆପଣାନ୍ତୁ ଏହି ଉପାୟ...

Are you obese at work from home?
ୱାର୍କ ଫ୍ରମ ହୋମରେ ମୋଟା ହେଉଛନ୍ତି କି,
author img

By

Published : Jun 17, 2020, 7:31 AM IST

କୋରୋନା ବିସ୍ତାର ନେଇ ବର୍ତ୍ତମାନ ଘରେ ସୁରକ୍ଷିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ପ୍ରାୟ ଅଫିସ ୱାର୍କ ଫର୍ମ ହୋମ ପଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଫଳରେ କିଛି ଲୋକଙ୍କର ପ୍ରତିଦିନର ରୁଟିନରେ ହୋଇଛି ସମ୍ପୂର୍ଣ୍ଣ ପରିବର୍ତ୍ତନ । କିଛି ଲୋକ ଘରେ ବସି କାମ କରିବା ଦ୍ବାରା ମୋଟାପଣର ଶିକାର ହେଉଛନ୍ତି । ତେବେ ଏହି ଉପାୟ ଦ୍ବାରା ଆପଣ ଘରେ କାମ କରି ମଧ୍ୟ ରହିପାରିବେ ଫିଟ ଏବଂ ସ୍ଲିମ । ନିଜ ଓଜନ ଉପର କାବୁ ରଖିପାରିବେ ।

କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ

ଆପଣ ପୂର୍ବରୁ ଖାଦ୍ୟ ଏବଂ କାର୍ଯ୍ୟ ସମୟ ବା ରୁଟିନ ହିସାବରେ କରୁଥିଲେ । କିନ୍ତୁ ବର୍ତ୍ତମାନ ଘରେ ରହିବା ଦ୍ବାରା କେଉଁଥିରେ ସନ୍ତୁଳନ ରକ୍ଷା ହୋଇ ପାରୁନାହିଁ। ତେଣୁ ଖାଦ୍ୟ ଖାଇବା ବେଳେ କ୍ୟାଲୋରୀଯୁକ୍ତଖାଦ୍ୟ କମ ଖାଆନ୍ତୁ । ଏହା ଦ୍ବାରା ଆପଣ ଫିଟ ରହିବେ ।

ଭରପୁର ନିଦ

ନିଦ ହେଉଛି ଆପଣଙ୍କୁ ସୁସ୍ଥ ସ୍ବାସ୍ଥ୍ୟର ମୁଖ୍ୟ । ଯଦି ଆପଣଙ୍କ ଶୋଇବାରେ ସମସ୍ୟା ହେଉଛି ଆପଣ ଅତ୍ୟଧିକ ପତଳା ମୋଟା ହୋଇଯିବେ । ତେଣୁ ଏହା ଉପରେ ଧ୍ୟାନ ରଖନ୍ତୁ । ପ୍ରତିଦିନ ପ୍ରାୟ 7 ରୁ 9 ଘଣ୍ଟା ଭଲରେ ଶୁଅନ୍ତୁ।

ପାଣି ଅଧିକ ପିଅନ୍ତୁ

ଅଧିକ ସମୟ ପର୍ଯ୍ୟନ୍ତ କାମ କରୁଥିଲେ କିଛି ୟାଡୁସାଡୁ ଖାଦ୍ୟ ଖାଇବା ଅପେକ୍ଷା ଯଥେଷ୍ଟ ପାଣି ପିଅନ୍ତୁ । ସାଧାରଣତଃ ଆମର ମସ୍ତିଷ୍କ କେତେବେଳେ ଭୋକ ଲାଗୁଛି କେବେ ଶୋଷ ଲାଗୁଛି ଜାଣିପାରେ ନାହିଁ । ତେଣୁ ଆମେ ଶୋଷ ଲାଗିବା ସମୟରେ ଖାଦ୍ୟ ଖାଇ ଦେଇଥାଉ । ଯାହା ଦ୍ବାରା ପାଣି ଆମ ଶରୀରରେ କମ ହୋଇଯାଏ । ଫଳରେ ଅଧିକ ଖାଦ୍ୟ ଖାଇବା ଦ୍ବାରା ମୋଟାପଣର ଶିକାର ହୋଇଥାନ୍ତି । ତେଣୁ ଖାଦ୍ୟ ଅପେକ୍ଷା ପାଣି ଅଧିକ ମାତ୍ରାରେ ପିଅନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.