ETV Bharat / bharat

ଆପଲ ୱାଚ-6 ନୂଆ ଫିଚର୍ସ, ରହିବ ମେଣ୍ଟାଲ ହେଲଥ ମନିଟରିଂ ସିଷ୍ଟମ - apple watch 6 lunch

ଆପଲ ଆଣିଛି ନୂଆ ଫିଚର ୱାଲା ଆପଲ-6 ସ୍ମାର୍ଟୱାଚ । ଯେଉଁଥିରେ ୟୁଜର୍ସଙ୍କ ପାଇଁ ହେଲଥ ମନିଟରିଂ କରି ଫିଟ ରଖିବା ପାଇଁ ଏହି ସୁବିଧା ରହିଛି ।

apple watch 6
ଆପଲ ୱାଚ-6 ନୂଆ ଫିଚର୍ସ
author img

By

Published : May 12, 2020, 1:33 PM IST

ନୂଆଦିଲ୍ଲୀ: ଆପଲ କମ୍ପାନୀ ନିଜ ୟୁଜର୍ସଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଣିଛି ନୂଆ ଫିଚରର ୱାଲା ଆପଲ-6 ସ୍ମାର୍ଟୱାଚ । ଏହି ଜେନେରେସନର ସ୍ମାର୍ଟ ୱାଚର ଲୁକ ଯେତିକି ଆକର୍ଷଣୀୟ ସେତିକି ଖାସ ଫିଚର ମଧ୍ୟ ରହିଛି । ଏଥିରେ ୟୁଜର୍ସଙ୍କ ପାଇଁ ହେଲଥ ମନିଟରିଂ କରି ଫିଟ ରଖିବା ପାଇଁ ଏହି ସୁବିଧା ରହିଛି । ଅନେକ ସମୟରେ ଆପଲ ୱାଚକୁ ନେଇ ଖବର ଶୁଣିବାକୁ ମିଳେ ଯେ, ଯେଉଁଥିରେ ଏହି ୱାଚ କାରଣରୁ ୟୁଜର୍ସଙ୍କ ଜୀବନ ବଞ୍ଚିଛି।

ପୂର୍ବରୁ ହିଁ ଆପଲ ୱାଚରେ ଅନେକ ଭଲ ଫିଚର୍ସ ରହିଛି । ହେଲେ କମ୍ପାନୀ ତରଫରୁ ଏବେ ଏହି ଫିଚରରେ ଆହୁରି ଡେଭଲପ କରାଯାଇଛି । ମିଳିଥିବା ଏକ ରିପୋର୍ଟ ଅନୁସାରେ, ଅପକମିଂ ଆପଲ ୱାଚ-6 ନିଜ ୟୁଜର୍ସଙ୍କ ପାଇଁ ମେଣ୍ଟାଲ ହେଲଥକୁ ମଧ୍ୟ ମନିଟରିଂ କରିବ ।

ଏହି ସ୍ମାର୍ଟ ୱାଚରେ ଆଡଭାନ୍ସ ସେନସରର ବ୍ୟବହାର ହେବ । କୁହାଯାଉଛି ଆପଲ ୱାଚ-6 ରେ ଅନେକ ଆଡଭାନ୍ସ ସେନସର ଲଗାଯିବ । ଯେଉଁଥିରେ ପ୍ୟାନିକ ଆଟାକ ଭଳି ମେଣ୍ଟାଲ ହେଲଥକୁ ମଧ୍ୟ ମନିଟରିଂ କରିବ । ପ୍ୟାନିକ ଆଟାକ ରୋଗୀ ମାନଙ୍କୁ ଅଣନିଶ୍ବାସୀ, ଛାତିରେ ଯନ୍ତ୍ରଣା, ଶ୍ବାସ କ୍ରିୟାରେ କଷ୍ଟ ଅନୁଭବ ହେବା ଇଦ୍ୟାଦି ଲକ୍ଷଣକୁ ମନିଟରିଂ କରି ୟୁଜର୍ସଙ୍କ ସ୍ବାସ୍ଥ୍ୟବସ୍ଥାର ଧ୍ୟାନ ରଖିବ ।

ଏହାସହ ଆପଲ ୱାଚ-6 ରେ ବ୍ଲଡ ଅକ୍ସିଜେନ ଇଣ୍ଡିକେଟର ଫିଟର ମଧ୍ୟ ଦିଆଯିବାର ଯୋଜନା ରହିଛି । ଏହାହେବା ଦ୍ବାରା ଯୁଜର୍ସଙ୍କ ରକ୍ତରେ ଅମ୍ଲଜାନର ମାତ୍ରା କମିବା ଦ୍ବାରା ଏହି ଆପଲ ୱାଚ-6 ତୁରନ୍ତ ଏହା ସୂଚାଇ ଦେବ । ଅପଗ୍ରେଡ ECG ଏବଂଭଲ କ୍ୟାଲିଟି ବ୍ୟାଟୀରି ମଧ୍ୟ ରହିବ । ଏହାସହ ବ୍ୟାଟେରୀ ବ୍ୟାକଅପରେ S6 ଚିଫର ବ୍ୟବହାର କରାଯାଇ ପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.