ETV Bharat / bharat

‘ପୁଅ ଯାହାର ବି ହେଉ, ପାର୍ଟି ଠାରୁ ଉପରେ ନୁହେଁ’ - ସଂସଦୀୟ

ସଂସଦୀୟ ଦଳ ବୈଠକରେ ମୋଦିଙ୍କ ତାଗିଦ । କୌଳାଶ ବିଜୟବର୍ଗୀୟଙ୍କ ମାମଲାରେ କହିଲ ଦଳଠାରୁ କେହି ଊର୍ଦ୍ଧ୍ବରେ ନୁହଁନ୍ତି । ଯିଏ ହେଉନା କାହିଁକି ଭୁଲ କଲେ ଦଳରୁ ଦଳରୁ ବହିଷ୍କୃତ କରିଦେବା ଉଚିତ ।

ଫାଇଲ ଫଟୋ
author img

By

Published : Jul 2, 2019, 1:05 PM IST

ନୂଆଦିଲ୍ଲୀ: ମୋଦିଙ୍କ କଡ଼ା ତାଗିଦ । ବିଜେପି ମହାସଚିବ କୈଳାଶ ବିଜୟବର୍ଗୀୟଙ୍କ ପୁଅ ତଥା ଇନ୍ଦୋର ବିଧାୟକ ଆକାଶ ବିଜୟବର୍ଗୀୟଙ୍କ ମାମଲାରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ । କହିଲେ ପୁଅ ଯେକୌଣସି ନେତାଙ୍କର ହୋଇଥାଉନା କାହିଁକି ଭୁଲ କରିଛି ମାନେ ଦଳରୁ ଜରୁରୀ ବହିଷ୍କୃତ ହେବା ଉଚିତ ।

ମଙ୍ଗଳବାର ଦଳର ସଂସଦୀୟ କମିଟିର ବୈଠକରେ ଏପରି କଡ଼ା ଭାଷାରେ ନେତାଙ୍କୁ ତାଗିଦ କରିଛନ୍ତି ମୋଦି । ସେ ଆହୁରୀ କହିଛନ୍ତି ଏହି ଘଟଣାରେ ଯେଉଁ ନେତା ଆକାଶ ବିଜୟବର୍ଗୀୟଙ୍କୁ ସମର୍ଥନ କରୁଥିବେ ସେମାନେ ପାର୍ଟିରେ ରହିବାର କୌଣସି ହକ୍ ନାହିଁ, ସେମାନଙ୍କୁ ପାର୍ଟିରୁ ବାହାର କରି ଦେବା ଉଚିତ୍ ।

ଜୁନ୍ 26 ତାରିଖରେ ମହାନଗର ନିଗମ ଅଧ୍ୟକ୍ଷଙ୍କୁ ମାରପିଟ୍ କରିଥିଲେ ବିଧାୟକ ଆକାଶ । ପରେ ଏହି ଅଭିଯୋଗରେ ପୋଲିସ ଗିରଫ କରିଥିବା ସ୍ବତ୍ତେ ଶନିବାର ଜାମିନରେ ଆସିଛନ୍ତି ଆକାଶ । ଏହା ପରେ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । କହିଛନ୍ତି ଭଗବାନଙ୍କ ପାଖରେ ଗୁହାରି କରୁଛି ମୋତେ ପୁନର୍ବାର ଏପରି ଭୁଲ କରିବାକୁ ନ ଦିଅନ୍ତୁ । ମୁଁ ଏବେ ଗାନ୍ଧିଜୀଙ୍କ ରାସ୍ତାରେ ଯିବା ପାଇଁ ପ୍ରୟାସ କରୁଛି ବୋଲି କହିଛନ୍ତି ଆକାଶ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.