ETV Bharat / bharat

ବଦଳିଲେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର

author img

By

Published : Mar 6, 2020, 9:35 AM IST

ବଦଳିଲେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର । ମୁଖପାତ୍ର ରବିଶ କୁମାରଙ୍କ ସ୍ଥାନରେ ଭାରତୀୟ ବୈଦେଶିକ ସେବାର ଅନୁରାଗ ଶ୍ରୀବାସ୍ତବ ଏହି ଦାୟିତ୍ବ ନେଇଛନ୍ତି ।

Ministery of External Affairs
ବଦଳିଲେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର

ନୂଆଦିଲ୍ଲୀ: ବଦଳିଲେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର । ମୁଖପାତ୍ର ରବିଶ କୁମାରଙ୍କ ସ୍ଥାନରେ ଭାରତୀୟ ବୈଦେଶିକ ସେବାର ଅନୁରାଗ ଶ୍ରୀବାସ୍ତବ ଏହି ଦାୟିତ୍ବ ନେଇଛନ୍ତି ।

ନ୍ୟୁଜ୍‌ ଏଜେନ୍ସି ଏଏନଆଇ ଅନୁସାରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାରଙ୍କ ସ୍ଥାନରେ ଭାରତୀୟ ବୈଦେଶିକ ସେବାର ଅନୁରାଗ ଶ୍ରୀବାସ୍ତବ ଏହି ଦାୟିତ୍ବ ନେଇଛନ୍ତି ।

ସୂଚନାଥାଉକି, 2017 ମସିହା ଅଗଷ୍ଟ 4 ତାରିଖରୁ ରବିଶ କୁମାର ଏହି ଦାୟିତ୍ବରେ ଅଛନ୍ତି ।

ସୌଜନ୍ୟ: ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.