ETV Bharat / bharat

ରାଷ୍ଟ୍ରପତି ଭବନରେ ପହଞ୍ଚିଲା କୋରୋନା: କାର୍ଯ୍ୟରତ ଏସିପି ସଂକ୍ରମିତ

author img

By

Published : May 17, 2020, 6:53 PM IST

ରାଷ୍ଟ୍ରପତି ଭବନର ଆସିଷ୍ଟାଷ୍ଟ କମିଶନର୍ ଅଫ ପୋଲିସ (ଏସିପି) କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ତାଙ୍କ କାର୍ଯ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳକୁ ସାନିଟାଇଜ କରାଯାଇଛି । ଅଧିକ ପଢନ୍ତୁ...

Rashtrapati Bhawan
Rashtrapati Bhawan

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ସଙ୍କଟ ଜାରି ରହିଛି । ଏପରିସ୍ଥଳେ ରାଷ୍ଟ୍ରପତି ଭବନରେ ପହଞ୍ଚିଛି କୋରୋନା । ରାଷ୍ଟ୍ରପତି ଭବନର ଆସିଷ୍ଟାଷ୍ଟ କମିଶନର୍ ଅଫ ପୋଲିସ (ଏସିପି) କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ତାଙ୍କ କାର୍ଯ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳକୁ ସାନିଟାଇଜ କରାଯାଇଛି ।

ସୂଚନା ଅନୁଯାୟୀ , ଏସିପି ପୂର୍ବ ଦିଲ୍ଲୀର କର୍କାର୍ଡୋମାସ୍ଥିତ ଏକ ସରକାରୀ ହାଉସିଂ କଲୋନୀରେ ରହୁଛନ୍ତି ।ଏସିପିଙ୍କ ସଂସ୍ପର୍ଶରେ ଆସିଥିବା 6 ଜଣଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି ।

ଗତ ମାସରେ, ରାଷ୍ଟ୍ରପତି ଭବନର ଜଣେ ସମ୍ପର୍କୀୟ କୋରୋନା ପଜିଟିଭ୍ ରାଷ୍ଟ୍ରପତି ଭବନ କମ୍ପ୍ଲେକ୍ସ ଭିତରେ ଅତି କମରେ 125 କର୍ମଚାରୀ କ୍ବାର୍ଟରକୁ ସିଲ୍ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.