ETV Bharat / bharat

କୋରୋନା ସଂକ୍ରମଣ ରୋକିବା ପାଇଁ ଲିଷ୍ଟ ପ୍ରସ୍ତୁତ କଲେ ଆନ୍ଧ୍ର ସରକାର - କୋରୋନା ସଂକ୍ରମଣ ବିସ୍ତାର

କୋରୋନା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପର ଲିଷ୍ଟ ପ୍ରସ୍ତୁତ କଲେ ଆନ୍ଧ୍ରପ୍ରଦେଶ ସରକାର । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱରେ ଆନ୍ଧ୍ରପ୍ରଦେଶ ସରକାର ବିଭିନ୍ନ ଅଭିନବ କୌଶଳ ଆପଣେଇଛନ୍ତି ।

andra govt
କୋରୋନା ସଂକ୍ରମଣ ରୋକିବା ପାଇଁ ଲିଷ୍ଟ ପ୍ରସ୍ତୁତ କଲେ ଆନ୍ଧ୍ର ସରକାର
author img

By

Published : Jun 25, 2020, 2:32 PM IST

ଅମରାବତୀ: କୋରୋନା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପର ଲିଷ୍ଟ ପ୍ରସ୍ତୁତ କଲେ ଆନ୍ଧ୍ରପ୍ରଦେଶ ସରକାର । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱରେ ଆନ୍ଧ୍ରପ୍ରଦେଶ ସରକାର ବିଭିନ୍ନ ଅଭିନବ କୌଶଳ ଆପଣେଇଛନ୍ତି ।

ଯେପରିକି ପ୍ରତ୍ୟେକ ଘରର ସ୍କ୍ରିନିଂ, କୋରୋନା ବିରୋଧରେ ଟେକ୍ନୋଲୋଜିର ବ୍ୟବହାର, ସରକାରଙ୍କୁ ସାହାଯ୍ୟ କରିବାକୁ ସ୍ୱେଚ୍ଛାସେବୀମାନଙ୍କୁ ଆମନ୍ତ୍ରଣ, ଡୋର-ଟୁ-ଡୋର ସର୍ଭେ ଇତ୍ୟାଦି । ରାଜ୍ୟରେ କୋରୋନା ପରିସ୍ଥିତିକୁ ଦେଖି କୋରୋନା ବ୍ୟାପିବାରୁ ରୋକିବା ପାଇଁ ଏହି ସର୍ବୋତ୍ତମ ପଦକ୍ଷେପ ନିଆଯାଇଥିବା ଏକ ବିବୃତ୍ତିରେ ଆନ୍ଧ୍ରପ୍ରଦେଶ ସରକାର ପ୍ରକାଶ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ 10331 କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 124 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.