ETV Bharat / bharat

ହୋମ କ୍ବାରେଣ୍ଟାଇନରେ ଥିବା ଦମ୍ପତିଙ୍କ ଆତ୍ମହତ୍ୟା ! - ହୋମ କ୍ବାରେଣ୍ଟାଇନରେ ଥିବା ଦମ୍ପତିଙ୍କ ଆତ୍ମହତ୍ୟା !

ହୋମ କ୍ବାରେଣ୍ଟାଇନରେ ଥିବା ଦମ୍ପତିଙ୍କ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ, ପୋଲିସର ଛାନଭିନ ଜାରି । ଅଧିକ ପଢନ୍ତୁ.....

Andhra Pradesh: Couple, Under Home Quarantine, Found Dead in Dharmavaram; Suicide Suspected
ହୋମ କ୍ବାରେଣ୍ଟାଇନରେ ଥିବା ଦମ୍ପତିଙ୍କ ଆତ୍ମହତ୍ୟା !
author img

By

Published : Aug 2, 2020, 1:06 PM IST

ଅମରାବତୀ: ହୋମ କ୍ବାରେଣ୍ଟାଇନରେ ଥିବା ଦମ୍ପତିଙ୍କ ଆତ୍ମହତ୍ୟା ! ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁରମ ଜିଲ୍ଲାର ଧର୍ମାବରନରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛି । ତେବେ, ଘଟଣାସ୍ଥଳରୁ କୈଣସି ସୁଇସାଇଡାଲ ନୋଟ ମିଳି ନ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ଏହି ଦମ୍ପତି 25 ଜୁଲାଇରେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଚିକିତ୍ସା ଜାରି ରହିଥିଲା । ଏବଂ ଚିକିତ୍ସା ଶେଷ ହେବା ପରେ ତାଙ୍କୁ ହୋମକ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା । ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

ସୌଜନ୍ୟ @ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.