ETV Bharat / bharat

ରମେଶ କୁମାରଙ୍କୁ ଏସଇସି ଭାବରେ ପୁନଃନିଯୁକ୍ତି ଦେବାକୁ ଆନ୍ଧ୍ର ସରକାରଙ୍କୁ କହିଲେ ରାଜ୍ୟପାଳ - Jagan govt

ପ୍ରାୟ 2 ମାସ ପୂର୍ବେ ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ମୁଖ୍ୟ ଶାସନ ସଚିବ ଭାବରେ ପୁନଃନିଯୁକ୍ତ କରିବାକୁ ଆନ୍ଧ୍ର ସରକାରଙ୍କୁ କହିଛନ୍ତି ରାଜ୍ୟପାଳ ।

ରାଜ୍ୟପାଳ
ରାଜ୍ୟପାଳ
author img

By

Published : Jul 22, 2020, 3:46 PM IST

ଅମରାବତୀ : ନିମାଗଡା ରମେଶ କୁମାରଙ୍କୁ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବରେ ପୁନଃନିଯୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ରାଜ୍ୟପାଳ ବିଶ୍ୱବହୁସନ ହରିଚନ୍ଦନ । ପ୍ରାୟ 2 ମାସ ପୂର୍ବେ ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ମୁଖ୍ୟ ଶାସନ ସଚିବ ଭାବରେ ପୁନଃନିଯୁକ୍ତ କରିବାକୁ ଆନ୍ଧ୍ର ସରକାରଙ୍କୁ କହିଛନ୍ତି ରାଜ୍ୟପାଳ ।

ଏନେଇ ରାଜ୍ୟପାଳଙ୍କ ସଚିବ ରମେଶ କୁମାରଙ୍କୁ ଏକ ଚିଠି ଲେଖି ଏହି ବାବଦରେ ସୂଚନା ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରମେଶଙ୍କୁ ପୁନଃନିଯୁକ୍ତି ଦେବା ନେଇ ଆବଶ୍ୟକ ପଦକ୍ଷେପ ଶୁବ ଶୀଘ୍ର ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ନିଜ ଚିଠିରେ ଲେଖିଛନ୍ତି । ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରାଜ୍ୟପାଳଙ୍କ ସହ ଆଲୋଚନା କରିବାର ଦୁଇ ଦିନ ପରେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟପାଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.