ETV Bharat / bharat

ଲକଡାଉନ:ଭୋକଲା ପ୍ରାଣୀଙ୍କ ସାହାରା କରିସ୍ମା ଏନଜିଓ - ngo

ମହାମାରୀ କୋରୋନାକୁ ନେଇ ଦେଶରେ ଜାରି ରହିଛି ଲକଡାଉନ । ଆଉ ସମସ୍ତ ହୋଟେଲ ରେସ୍ତୋରାଁ ବନ୍ଦଥିବା ସମୟରେ ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି ପୁଣେର ଏକ ଏନଜିଓ ସଂସ୍ଥା । ଅଧିକ ପଢନ୍ତୁ...

maharashtra
କରିସ୍ମା ଏନଜିଓ
author img

By

Published : Mar 28, 2020, 6:23 PM IST

ମୁମ୍ବାଇ: ଦେଶରେ ଲକ ଡାଉନ ଚାଲିଥିବା ସମୟରେ କେବଳ ମଣିଷ ନୁହଁନ୍ତି ପଶୁମାନେ ମଧ୍ୟ ଭୋକରେ ଦିନ କାଟୁଛନ୍ତି । ଯାହାକୁ ନେଇ ଏମାନଙ୍କୁ 2 ମୁଠା ଖାଇବା ଦେବା ପାଇଁ କେତେକ ସଂସ୍ଥା ଆଗେଇ ଆସିଛି । ସେହିଭଳି ଏକ ସଂସ୍ଥା ହେଉଛି ମହାରାଷ୍ଟ୍ର ପୁଣେର ଏକ ଏନଜିଓ କରିସ୍ମା ।

ସହରରେ ବୁଲୁଥିବା କୁକୁର ଓ ଗାଇଗୋରୁ ଓ ଅନ୍ୟ ପ୍ରାଣୀମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ କାର୍ଯ୍ୟ କରୁଛି ଏହି ସଂସ୍ଥା । ଏଥିପାଇଁ ସେମାନେ ପଶୁମାନଙ୍କୁ ଖାଇବାକୁ ଦେଉଥିବା ଲୋକଙ୍କ ସାହାଯ୍ୟ ନେଉଛନ୍ତି ଏବଂ ସେମାନଙ୍କ ସାହାଯ୍ୟରେ ସମଗ୍ର ପୁଣେ ସହରରେ ଖାଦ୍ୟ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.