ETV Bharat / bharat

ଭୂ-କମ୍ପରେ ପୁଣି ଥରିଲା କାରଗିଲ, ରିକ୍ଟର ସେଲରେ ତ୍ରୀବତା 4.7 - ଭୂ-କମ୍ପର ଝଟକାରେ ଥରିଲା ଲଦାଖ

ଚୀନ ସହ ଉତ୍ତେଜନାମୂଳକ ପରିସ୍ଥିତିରେ ଭୂ-କମ୍ପର ଝଟକାରେ ଥରିଲା ଲଦାଖ । ରିକ୍ଟର ସେଲରେ ଏହାର ତ୍ରୀବତା 4.7 ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

ଭୂ-କମ୍ପରେ ପୁଣି ଥରିଲା କାରଗିଲ
ଭୂ-କମ୍ପରେ ପୁଣି ଥରିଲା କାରଗିଲ
author img

By

Published : Jul 5, 2020, 6:39 AM IST

କାରଗିଲ: ଲଦାଖରେ ଭୂ-କମ୍ପ ଝଟକା । ଚୀନ ସହ ଉତ୍ତେଜନାମୂଳକ ସ୍ଥିତିରେ ପୁଣି ଥରିଲା କାରଗିଲ । ରବିବାର ଭୋର ସକାଳ 3.37 ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଏଯାବତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ମୁତାବକ, ଲଦାଖର କାରଗିଲ ଠାରେ ଭୂ-କମ୍ପ ଅନୁଭୂତ ହୋଇଛି । ଏହାର ତ୍ରୀବତା ରିକ୍ଟର ସେଲରେ 4.7 ରେକର୍ଡ କରାଯାଇଛି । ଭୂ-କମ୍ପର କେନ୍ଦ୍ର ସ୍ଥଳର କାରଗିଲ ଠାରୁ 433 କିମି ଦୂର ନର୍ଥୱେଷ୍ଟ ହୋଇଥିଲା।

ସୂଚନାଯୋଗ୍ୟ, ଜୁଲାଇ 2ରେ ମଧ୍ୟ ଲଦାଖରେ ଭୂ-କମ୍ପ ହୋଇଥିଲା । ସେହି ସମୟରେ ଭୂ-କମ୍ପର ତ୍ରୀବତା ରିକ୍ଟର ସେଲ 4.5 ରହିଛି । ଭୂ-କମ୍ପର କେନ୍ଦ୍ର ସ୍ଥଳ ଥିଲା କାରଗିଲ ଠାରୁ 119 କିମି ଦୂର ଉତ୍ତରପଶ୍ଚିମ ଠାରେ । ସେହିଦିନ ଜମ୍ମୁ-କାଶ୍ମୀରରେ ମଧ୍ୟ ଭୂ-କମ୍ପ ହୋଇଥିଲା । ଏହା ତ୍ରୀବତା 3.5 ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.