ETV Bharat / bharat

ମଣିପୁରରେ ମୃଦୁ ଭୂମିକମ୍ପ - ଭୂମିକମ୍ପ

ଗୁରୁବାର ବିଳମ୍ବିତ ରାତି ପ୍ରାୟ 3.26ରେ ମଣିପୁରର ଉଖ୍ରୁଲରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

earth quake
ମଣିପୁରରେ ଭୂମିକମ୍ପ
author img

By

Published : May 22, 2020, 9:49 AM IST

ଇମ୍ଫାଲ: ମଣିପୁରରେ ମୃଦୁ ଭୂମିକମ୍ପ । ଗୁରୁବାର ବିଳମ୍ବିତ ରାତି ପ୍ରାୟ 3.26ରେ ମଣିପୁରର ଉଖ୍ରୁଲରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

ତେବେ ଏହି ଭୂମିକମ୍ପର ରିକ୍ଟର ସ୍କେଲ ତିବ୍ରତା 3.6 ରେକର୍ଡ କରାଯାଇଥିବା ବେଳେ ଏହା 43 କିଲୋମିଟର ଯାଏଁ ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.