ETV Bharat / bharat

ମିଜୋରାମରେ 5.0 ତୀବ୍ରତାର ଭୂମିକମ୍ପ

author img

By

Published : Jun 18, 2020, 8:39 PM IST

ମିଜୋରାମରେ ବଡ ଧରଣର ଭୂମିକମ୍ପ । ଭୂମିକମ୍ପର ତୀବ୍ରତା 5.0 ରହିଥିବା ସେସମୋଲୋଜୀ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ମିଜୋରାମରେ 5.0 ତୀବ୍ରତାର ଭୂମିକମ୍ପ
ମିଜୋରାମରେ 5.0 ତୀବ୍ରତାର ଭୂମିକମ୍ପ

ଆଇଜଲ: ମିଜୋରାମରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 5.0 ରହିଛି । ତେବେ ମିଜୋରାମ ସ୍ଥିତ ଦକ୍ଷିଣ-ପୂର୍ବ ଚମ୍ପାଇର 98 କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।

ଗୁରୁବାର ସଂଧ୍ୟା 7.30ରେ ଏହି ଭୂମିକମ୍ପ ଅନୁଭୁତ ହୋଇଥିବା ସେସମୋଲୋଜୀ ପକ୍ଷରୁ ସୂଚନା ମିଳିଛି । ତେବେ ଭୂମିକମ୍ପ ପ୍ରଭାବରେ କ୍ଷୟ କ୍ଷତିର ଏଯାଏଁ କୌଣସି ସୂଚନା ଆସିନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.